ଦେଶ ବିଦେଶ
Iran: ଏବେବି କୋଚିରେ ରହିଛି ଇରାନୀ ଜାହାଜ ଆଇଆର୍ଆଇଏସ୍ ଲାଭାନ
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଜରୁରିକାଳୀନ ଭାବେ ଭାରତୀୟ ବନ୍ଦରରେ ରହିବାକୁ ଅନୁମତି ପାଇଥିବା ଇରାନର ନୌସେନା ଜାହାଜ ଆଇଆର୍ଆଇଏସ୍ ଲାଭାନ ୬ ମାସ ପରେ ମଧ୍ୟ କୋଚିରେ ରହିଛି।

କୋଚି: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଜରୁରିକାଳୀନ ଭାବେ ଭାରତୀୟ ବନ୍ଦରରେ ରହିବାକୁ ଅନୁମତି ପାଇଥିବା ଇରାନର ନୌସେନା ଜାହାଜ ଆଇଆର୍ଆଇଏସ୍ ଲାଭାନ ୬ ମାସ ପରେ ମଧ୍ୟ କୋଚିରେ ରହିଛି। ମାର୍ଚ୍ଚ ୪ରେ ଏହା କୋଚିରେ ଡକ୍ କରିଥିଲା। ଜାହାଜଟି କେବେ ଇରାନ ଫେରିବ, ସେନେଇ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଜଣାପଡ଼ିନାହିଁ।
ସୌଜନ୍ୟ ସମ୍ବାଦ




