ଦେଶ ବିଦେଶ

Accident: ଶୌଚ ପାଇଁ ରେଳଧାରଣା ପାର ହେଉଥିବାବେଳେ ଟ୍ରେନ୍ ଧକ୍କାରେ ୪ ଯୁବକ ମୃତ

ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଟେକ୍କାଲି ନିକଟରେ ଟ୍ରେନ୍ ଧକ୍କାରେ ୪ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ଆଉ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ବୁଧବାର ଘଟିଥିବା ଏହି ଦୁର୍ଘଟଣାରେ ଅତି ବେଗରେ ଆସୁଥିବା ରାଜଧାନୀ ଏକ୍ସପ୍ରେସ୍‌ ୫ ଜଣ ଯୁବକଙ୍କୁ ଧକ୍କା...

ଶ୍ରୀକାକୁଲମ: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଟେକ୍କାଲି ନିକଟରେ ଟ୍ରେନ୍ ଧକ୍କାରେ ୪ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ଆଉ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ବୁଧବାର ଘଟିଥିବା ଏହି ଦୁର୍ଘଟଣାରେ ଅତି ବେଗରେ ଆସୁଥିବା ରାଜଧାନୀ ଏକ୍ସପ୍ରେସ୍‌ ୫ ଜଣ ଯୁବକଙ୍କୁ ଧକ୍କା ଦେଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button