ଦେଶ ବିଦେଶ

BJP: ମେଘାଳୟର ବିଧାନସଭାରେ ବିଜେପି ସଦସ୍ୟ ସଂଖ୍ୟା ୨ରୁ ବଢ଼ି ୧୦ ହେଲା

ୟୁଡିପିର ୮ ଜଣ ବିଧାୟକ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଏହାପରେ ମେଘାଳୟରେ ବିଜେପି ବିଧାୟକଙ୍କ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ୬୦ ସଦସ୍ୟ ବିଶିଷ୍ଟ ମେଘାଳୟ ବିଧାନସଭାରେ ୟୁଡିପିର ୧୨ ଜଣ ବିଧାୟକ ଥିଲେ।

ନୂଆଦିଲ୍ଲୀ: ୟୁଡିପି (ୟୁନାଇଟେଡ୍‌ ଡିମୋକ୍ରାଟିକ୍‌ ପାର୍ଟି)ର ୮ ଜଣ ବିଧାୟକ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଏହାପରେ ମେଘାଳୟରେ ବିଜେପି ବିଧାୟକଙ୍କ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ୬୦ ସଦସ୍ୟ ବିଶିଷ୍ଟ ମେଘାଳୟ ବିଧାନସଭାରେ ୟୁଡିପିର ୧୨ ଜଣ ବିଧାୟକ ଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button