ବିଶେଷ
Chinese women: ଚୀନୀ ଯୁବତୀଙ୍କ ଅଜବ ଟ୍ରେଣ୍ଡ୍: ରୋମାଣ୍ଟିକ୍ ଫଟୋସୁଟ୍ରେ ଉଡ଼ାଉଛନ୍ତି ଲକ୍ଷାଧିକ ଟଙ୍କା
ଚୀନର ପ୍ରେମିକହୀନ ଯୁବତୀମାନଙ୍କ ରୋମାଣ୍ଟିକ୍ ଫଟୋଉଠା ଟ୍ରେଣ୍ଡ୍ ଏବେ ଚର୍ଚ୍ଚାରେ ରହିଛି। ସାମାଜିକ ଗଣମାଧ୍ୟମରେ ସୁନ୍ଦର ପ୍ରେମିକ ସହ ମଧୁମୟ ଜୀବନ କାଟୁଥିବାର ଭ୍ରମ ସୃଷ୍ଟି କରିବାକୁ ଚୀନର ଯୁବତୀମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି।
ଚୀନର ପ୍ରେମିକହୀନ ଯୁବତୀମାନଙ୍କ ରୋମାଣ୍ଟିକ୍ ଫଟୋଉଠା ଟ୍ରେଣ୍ଡ୍ ଏବେ ଚର୍ଚ୍ଚାରେ ରହିଛି। ସାମାଜିକ ଗଣମାଧ୍ୟମରେ ସୁନ୍ଦର ପ୍ରେମିକ ସହ ମଧୁମୟ ଜୀବନ କାଟୁଥିବାର ଭ୍ରମ ସୃଷ୍ଟି କରିବାକୁ ଚୀନର ଯୁବତୀମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ମହିଳାମାନେ ଟଙ୍କା ଦେଇ ନିଜ ପସନ୍ଦର ପୁରୁଷ ମଡେଲଙ୍କ ସହ ପ୍ରେମୀଯୁଗଳଙ୍କ ଭଳି ଫଟୋ ଉଠାଉଛନ୍ତି।
ସୌଜନ୍ୟ ସମ୍ବାଦ




