ଦେଶ ବିଦେଶ

Crude Oil: ରୁଷରୁ କମ୍‌ ତେଲ କିଣିବ ଭାରତ: ମଧ୍ୟପ୍ରାଚ୍ୟରୁ ମଗାଇବ

ରୁଷରୁ ମଗାଯାଉଥିବା ଅଶୋଧିତ ତୈଳ ମହଙ୍ଗା ହେବା ପରେ ତାହା କିଣିବାକୁ ନେଇ ଭାରତୀୟ ବିଶୋଧନାଗାରଗୁଡ଼ିକ ଚିନ୍ତା କରିବା ଆରମ୍ଭ କରିଛନ୍ତି। ଚୀନ ବିପୁଳ ପରିମାଣର ତେଲ କିଣିବା ପରେ ରୁଷ ତେଲ ମହଙ୍ଗା ହୋଇଛି।

ନୂଆଦିଲ୍ଲୀ:ରୁଷରୁ ମଗାଯାଉଥିବା ଅଶୋଧିତ ତୈଳ ମହଙ୍ଗା ହେବା ପରେ ତାହା କିଣିବାକୁ ନେଇ ଭାରତୀୟ ବିଶୋଧନାଗାରଗୁଡ଼ିକ ଚିନ୍ତା କରିବା ଆରମ୍ଭ କରିଛନ୍ତି। ଚୀନ ବିପୁଳ ପରିମାଣର ତେଲ କିଣିବା ପରେ ରୁଷ ତେଲ ମହଙ୍ଗା ହୋଇଛି। ତେଣୁ ଭାରତୀୟ କମ୍ପାନିଗୁଡ଼ିକ ନଭେମ୍ବର ମାସ ପାଇଁ ଦେଇଥିବା ବରାଦ କମ୍‌ କରିଛନ୍ତି। ଅନ୍ୟପକ୍ଷରେ, ମଧ୍ୟପ୍ରାଚ୍ୟରୁ ତେଲ ଯୋଗାଣ ଧୀରେ ଧୀରେ ସ୍ବାଭାବିକ ହେଉଥିବାରୁ ଭାରତ ସେହି ଅଞ୍ଚଳରୁ ଅଧିକ ତେଲ ଆଣିବା ଉପରେ ବିଚାର କରୁଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button