ରାଜ୍ୟ

Oxygen Cylinder Explosion ଫାଟିଗଲା ଅମ୍ଲଜାନ ସିଲିଣ୍ଡର, ଜଳିଗଲା ଆମ୍ବୁଲାନ୍‌ସ, ରୋଗୀ ମୃତ, ୨ ଗୁରୁତର

ମୟୂରଭଞ୍ଜ ଉଦଳା ମେଡିକାଲ ପରିସରରେ ଘରୋଇ ଆମ୍ବୁଲାନ୍ସରେ ଅକ୍ସିଜେନ୍‌ ଟାଙ୍କି ବିସ୍ଫୋରଣ ହୋଇ ନିଆଁ ଲାଗିଲା। ରୋଗୀଙ୍କ ମୃତ୍ୟୁ, ୨ ଜଣ ଗୁରୁତର।

ବାରିପଦା/ଦେବକୁଣ୍ଡ:  ଉଦଳା ମେଡିକାଲ୍‌ ପରିସରରେ ଏକ ଘରୋଇ ଆମ୍ବୁଲାନ୍‌ସରେ ଅକ୍ସିଜେନ୍‌ ଟାଙ୍କି ବିସ୍ଫୋରଣ ଘଟି ଆମ୍ବୁଲାନ୍‌ସର ଜଳିଯାଇଛି। ଏଥିରେ ଥିବା ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button