ରାଜ୍ୟ

New Elephant Calf: ବେତନଟୀରେ ୫୧ ହାତୀଙ୍କ ମେଳରେ ନୂଆ ଅତିଥି, ନବଜାତ ଶାବକକୁ ଜଗିଛନ୍ତି ୩ ଦନ୍ତା

ବେତନଟୀ ରେଞ୍ଜରେ ହାତୀ ଆତଙ୍କ ମଧ୍ୟରେ ଖୁସିର ଖବର! ୫୧ଟିକିଆ ବିଶାଳ ହାତୀପଲରେ ଯୋଡ଼ି ହୋଇଛି ଜଣେ ନୂଆ ସଦସ୍ୟ। କୁରାଢ଼ିକ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଧାନକ୍ଷେତରେ ଶୁକ୍ରବାର ରାତିରେ ଏକ ମାଈ ହାତୀ ଶାବକ ଜନ୍ମ ଦେଇଥିବା ସୂଚନା ମିଳିଛି।

ବୈଶିଙ୍ଗା(ଦୀପକ କୁମାର ସିଂହ):  ବେତନଟୀ ରେଞ୍ଜରେ ହାତୀ ଆତଙ୍କ ମଧ୍ୟରେ ଖୁସିର ଖବର! ୫୧ଟିକିଆ ବିଶାଳ ହାତୀପଲରେ ଯୋଡ଼ି ହୋଇଛି ଜଣେ ନୂଆ ସଦସ୍ୟ। କୁରାଢ଼ିକ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଧାନକ୍ଷେତରେ ଶୁକ୍ରବାର ରାତିରେ ଏକ ମାଈ ହାତୀ ଶାବକ ଜନ୍ମ ଦେଇଥିବା ସୂଚନା ମିଳିଛି। ତେବେ ନବଜାତ ଶାବକର ସୁରକ୍ଷା ପାଇଁ ହାତୀପଲର ତିନିଟି ଦନ୍ତା ଜଗି ରହିଥିବାରୁ ପୂରା ଅଞ୍ଚଳରେ ଭୟର ବାତାବରଣ। ଶାବକ ପାଖକୁ କେହି ଆସିଲେ ଆକ୍ରମଣାତ୍ମକ ହୋଇପାରନ୍ତି ହାତୀପଲ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button