ରାଜ୍ୟ

Durga Puja: ନର୍ଥ ବେଙ୍ଗାଲୁରୁ କଲଚରାଲ ସମିତିର ୪୯ତମ ଦୁର୍ଗାପୂଜା: ‘ଶତଦଳ’ ଥିମ୍‌ରେ ଭକ୍ତି, ସଂସ୍କୃତି ଓ ଆନନ୍ଦର ମହାମିଳନ

ନର୍ଥ ବେଙ୍ଗାଲୁରୁ କଲଚରାଲ ସମିତି ପକ୍ଷରୁ ୪୯ତମ ଦୁର୍ଗାପୂଜା ଅନୁଷ୍ଠିତ ହେଉଛି। ଏଥରର ଭାବନା ‘ଶତଦଳ’ — ଶତ ପାଖୁଡ଼ିର ପଦ୍ମ, ଯାହା ପବିତ୍ରତା, ଆଧ୍ୟାତ୍ମିକ ଜାଗରଣ ଓ ସମ୍ପ୍ରିତିର ପ୍ରତୀକ।

ବେଙ୍ଗାଲୁରୁ: ନର୍ଥ ବେଙ୍ଗାଲୁରୁ କଲଚରାଲ ସମିତି ପକ୍ଷରୁ ୪୯ତମ ଦୁର୍ଗାପୂଜା ଅନୁଷ୍ଠିତ ହେଉଛି। ଏଥରର ଭାବନା ‘ଶତଦଳ’ — ଶତ ପାଖୁଡ଼ିର ପଦ୍ମ, ଯାହା ପବିତ୍ରତା, ଆଧ୍ୟାତ୍ମିକ ଜାଗରଣ ଓ ସମ୍ପ୍ରିତିର ପ୍ରତୀକ। ଯେପରି ଶତ ପାଖୁଡ଼ି ମିଶି ଏକ ପୂର୍ଣ୍ଣ ଫୁଲ ହୁଏ, ସେହିପରି ଆମର ଏହି ଉତ୍ସବ ଶହ ଶହ ଲୋକଙ୍କ ପ୍ରୟାସ। କିଛି ପିଢ଼ିର ମିଳନ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button