ମନୋରଞ୍ଜନ
Rekha Birthday Special: ରେଖାଙ୍କ ଜନ୍ମଦିନ: ଅମିତାଭ ବଚ୍ଚନଙ୍କ ସହ ପ୍ରେମ ସମ୍ପର୍କରୁ ଗୁପ୍ତ ବିବାହ ଚର୍ଚ୍ଚା, ଆଜି ବି ରହସ୍ୟମୟ
ଆଜି ହେଉଛି ବଲିଉଡର ଖ୍ୟାତନାମା ଅଭିନେତ୍ରୀ ରେଖାଙ୍କ ଜନ୍ମଦିନ। ଅନେକ ସମୟରେ ଏହି ନାୟିକାଙ୍କର ଲିଙ୍କ୍ଅପ୍ ଓ ବ୍ରେକ୍ ଅପ୍ , ଗୁପ୍ତ ବିବାହ ଆଦି ଘଟଣା ଅନେକ ସମୟରେ ଚର୍ଚ୍ଚାକୁ ଆସେ ଓ କେତେବେଳେ ତାହାକୁ ଗୁଜବ ବୋଲି କୁହାଯାଏ ।

ମୁମ୍ବାଇ: ଆଜି ହେଉଛି ବଲିଉଡର ଖ୍ୟାତନାମା ଅଭିନେତ୍ରୀ ରେଖାଙ୍କ ଜନ୍ମଦିନ। ଅନେକ ସମୟରେ ଏହି ନାୟିକାଙ୍କର ଲିଙ୍କ୍ଅପ୍ ଓ ବ୍ରେକ୍ ଅପ୍ , ଗୁପ୍ତ ବିବାହ ଆଦି ଘଟଣା ଅନେକ ସମୟରେ ଚର୍ଚ୍ଚାକୁ ଆସେ ଓ କେତେବେଳେ ତାହାକୁ ଗୁଜବ ବୋଲି କୁହାଯାଏ । ତେବେ ବଲିଉଡର ଏଭଳି ଘଟଣାର ଚର୍ଚ୍ଚା ଜଣାଶୁଣା ଅଭିନେତ୍ରୀରେଖାଙ୍କୁ ଅଧିକ ଲୋକପ୍ରିୟ କରିଥିଲା।
ସୌଜନ୍ୟ ସମ୍ବାଦ




