ମନୋରଞ୍ଜନ

Nana Patekar: ମିମ୍ ସଂସ୍କୃତିରେ ନାନା ପାଟେକର

ନାନା ପାଟେକର ତାଙ୍କ ସୁଦୀର୍ଘ କ୍ୟାରିଅର୍‌ରେ ଅନେକ ଆହ୍ବାନପୂର୍ଣ୍ଣ ଚରିତ୍ରରେ ଅଭିନୟ କରି ଜଣେ କିଂବଦନ୍ତି ଅଭିନେତା ପାଲଟିଥିଲେ। ଏ ତ ବଡ଼ ପରଦାର କଥା। ତେବେ ଡିଜିଟାଲ୍‌ ପରଦାରେ ମଧ୍ୟ ନାନାଙ୍କର ଉପସ୍ଥିତି...

ନାନା ପାଟେକର ତାଙ୍କ ସୁଦୀର୍ଘ କ୍ୟାରିଅର୍‌ରେ ଅନେକ ଆହ୍ବାନପୂର୍ଣ୍ଣ ଚରିତ୍ରରେ ଅଭିନୟ କରି ଜଣେ କିଂବଦନ୍ତି ଅଭିନେତା ପାଲଟିଥିଲେ। ଏ ତ ବଡ଼ ପରଦାର କଥା। ତେବେ ଡିଜିଟାଲ୍‌ ପରଦାରେ ମଧ୍ୟ ନାନାଙ୍କର ଉପସ୍ଥିତି ବେଶ୍‌ ପ୍ରଖର- ଅର୍ଥାତ୍‌ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ମିମ୍‌ମାନଙ୍କରେ ନାନାଙ୍କୁ ପ୍ରାୟ ସମୟରେ ଦେଖିବାକୁ ମିଳେ। ତେଣୁ ସେ ଏଭଳି ଜଣେ ବିରଳ ଅଭିନେତା ଥିଲେ, ଯିଏ ବୟୋଜ୍ୟେଷ୍ଠ ଦର୍ଶକଙ୍କଠାରୁ ଆରମ୍ଭ କରି ଜେନ୍‌-ଜି ପିଢ଼ିର ଯୁବକଯୁବତୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ କୌଣସି ନା କୌଣସି ଢଙ୍ଗରେ ସ୍ପର୍ଶ କରିପାରିଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button