ଦେଶ ବିଦେଶ

Murder: ୮୦ ଲୋକଙ୍କର ଆକ୍ରମଣରେ ଲହୁଲୁହାଣ ହେଲେ ପୂର୍ବତନ ବିଧାୟକ!

ଖଣି ବିବାଦକୁ ନେଇ ରାଜସ୍ଥାନର ଭରତପୁରରେ ଜଣେ ପୂର୍ବତନ ବିଧାୟକଙ୍କୁ ନିର୍ମମ ହତ୍ୟା କରାଯାଇଛି। ଉତ୍ତେଜିତ ୭୦ରୁ ୮୦ ଜଣ ଲୋକ ପୂର୍ବତନ ବିଜେପି ବିଧାୟକ ଅତର ସିଂହ ଭଦାନାଙ୍କୁ ନିର୍ମମ ଭାବରେ ହତ୍ୟା କରିଥିବା ଜଣାଯାଇଛି।

ଭରତପୁର: ଖଣି ବିବାଦକୁ ନେଇ ରାଜସ୍ଥାନର ଭରତପୁରରେ ଜଣେ ପୂର୍ବତନ ବିଧାୟକଙ୍କୁ ନିର୍ମମ ହତ୍ୟା କରାଯାଇଛି। ଉତ୍ତେଜିତ ୭୦ରୁ ୮୦ ଜଣ ଲୋକ ପୂର୍ବତନ ବିଜେପି ବିଧାୟକ ଅତର ସିଂହ ଭଦାନାଙ୍କୁ ନିର୍ମମ ଭାବରେ ହତ୍ୟା କରିଥିବା ଜଣାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଅଞ୍ଚଳ ହେଉଛି ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମାଙ୍କ ଗୃହ ଜିଲ୍ଲା।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button