ରାଜ୍ୟ

Pangolin Scales Seized ରାୟଗଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରୁ ୧୧୩୦ଟି ବଜ୍ରକାପ୍ତା କାତି ଜବତ, ୩ ଗିରଫ

ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ୪ କେଜି ୫୬୦ ଗ୍ରାମ ଓଜନର ୧୧୩୦ ବଜ୍ରକାପ୍ତା କାତି ଜବତ ହୋଇଛି। ବେଆଇନ ଚାଲାଣ ମାମଲାରେ ୩ ଜଣ ଗିରଫ ହୋଇଛନ୍ତି।

ରାୟଗଡା: ଗୁଇନ୍ଦା ସୂତ୍ରରୁ ଖବର ପାଇ ଡିଏଫଓ ସଚ୍ଚିନ ଆନା ସାହେବ ଆହୋଲଙ୍କ ନିର୍ଦ୍ଦେଶ କ୍ରମ‌େ ରାୟଗଡା ବନବିଭାଗର ଟିମ୍‌  ଚଢ଼ାଉ କରି  ରାୟଗଡା ସହର ମଧ୍ୟରୁ ବିପୁଳ ପରିମାଣରେ ବଜ୍ରକାପ୍ତା କାତି ଜବତ କରିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button