ବିଶେଷ
75th Miss Universe Crown: ୭୫ତମ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ
ମିସ୍ ୟୁନିଭର୍ସ ବା ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଏକ ସ୍ୱତନ୍ତ୍ର ମୁକୁଟ ଉନ୍ମୋଚିତ ହୋଇଛି। ଏହି ମୁକୁଟ ୧୮ କ୍ୟାରେଟ୍ ଧଳା ସୁନାରେ ଗଢ଼ା ଏବଂ ଏଥିରେ ୩,୧୫୦ଟି ହୀରା ଖଚିତ ହୋଇଛି।

ମିସ୍ ୟୁନିଭର୍ସ ବା ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଏକ ସ୍ୱତନ୍ତ୍ର ମୁକୁଟ ଉନ୍ମୋଚିତ ହୋଇଛି। ଏହି ମୁକୁଟ ୧୮ କ୍ୟାରେଟ୍ ଧଳା ସୁନାରେ ଗଢ଼ା ଏବଂ ଏଥିରେ ୩,୧୫୦ଟି ହୀରା ଖଚିତ ହୋଇଛି। ଏହାର ନାମ ରଖାଯାଇଛି ‘ଦ ରେଡିଏନ୍ସ ଅଫ୍ ଆନ୍ ଏଟରନାଲ ଲେଗାସି’। ଆସନ୍ତା ୨୪ ତାରିଖରେ ପୁଏର୍ତୋରିକୋର ସାନ୍ଜୁଆନ୍ଠାରେ ହେବାକୁ ଥିବା ଗ୍ରାଣ୍ଡ୍ ଫିନାଲେର ବିଜୟିନୀଙ୍କ ମୁଣ୍ଡରେ ଏହା ଶୋଭା ପାଇବ।
ସୌଜନ୍ୟ ସମ୍ବାଦ




