ରାଜ୍ୟ
Vigilance: ସରକାରୀ ଅର୍ଥ ଆତ୍ମସାତ: ସହକାରୀ କୃଷି ନିର୍ଦ୍ଦେଶକଙ୍କ ସମେତ ୨ ଜଣଙ୍କୁ ଉଠାଇ ନେଲା ଭିଜିଲାନ୍ସ
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ସକାଳୁ ସକାଳୁ ୨ ଜଣଙ୍କୁ ବାଲେଶ୍ଵର ଭିଜିଲାନ୍ସ ପୁଲିସ ଉଠାଇ ନେଇଛି। ସେମାନେ ହେଉଛନ୍ତି ସରୋଜ କୁମାର୍ ଗିରି ଆସିଷ୍ଟାଣ୍ଟ ଏଗ୍ରିକଲଚର ଡାଇରେକ୍ଟର ଓ ତୁଷାରକାନ୍ତ ବେହେରା।

ବାଲେଶ୍ଵର: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ସକାଳୁ ସକାଳୁ ୨ ଜଣଙ୍କୁ ବାଲେଶ୍ଵର ଭିଜିଲାନ୍ସପୁଲିସ ଉଠାଇ ନେଇଛି। ସେମାନେ ହେଉଛନ୍ତି ସରୋଜ କୁମାର୍ ଗିରି ଆସିଷ୍ଟାଣ୍ଟ ଏଗ୍ରିକଲଚର ଡାଇରେକ୍ଟର ଓ ତୁଷାରକାନ୍ତ ବେହେରା।
ସୌଜନ୍ୟ ସମ୍ବାଦ




