ରାଜ୍ୟ

‘Abadha’ scheme: ‘ଅବଢ଼ା’ ଯୋଜନା ପାଇଁ ଅନୁଦାନ ବଢ଼ିଲା

‘ଅବଢ଼ା’ ଯୋଜନାରେ ଅନୁଦାନ ବଢ଼ିଛି। ପୂର୍ବରୁ ଏହି ଯୋଜନାରେ ୫୫୭.୧୯ କୋଟି ଟଙ୍କା ଥିବା‌ ବେଳେ ଏବେ ଅତିରିକ୍ତ ୧୦୦.୮୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପର ଅନୁଦାନ ଏବେ ୬୫୮.୦୩ କୋଟି ଟଙ୍କାରେ ପହଞ୍ଚିଛି।

ପୁରୀ: ‘ଅବଢ଼ା’ ଯୋଜନାରେ ଅନୁଦାନ ବଢ଼ିଛି। ପୂର୍ବରୁ ଏହି ଯୋଜନାରେ ୫୫୭.୧୯ କୋଟି ଟଙ୍କା ଥିବା‌ ବେଳେ ଏବେ ଅତିରିକ୍ତ ୧୦୦.୮୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପର ଅନୁଦାନ ଏବେ ୬୫୮.୦୩ କୋଟି ଟଙ୍କାରେ ପହଞ୍ଚିଛି। ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ତଥା ମୂଷା ନଦୀର ସଂପ୍ରସାରଣ ହେବ। ଏହି ଅର୍ଥ ମଞ୍ଜୁର କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଶ୍ରୀଜଗନ୍ନାଥ ଧାମର ବିକାଶ ପାଇଁ ଅର୍ଥ ବାଧକ ହେବନାହିଁ। ଯେତେ ଆବଶ୍ୟକ ସେତେ ଅର୍ଥ ଯୋଗାଇ ଦିଆଯିବ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button