ରାଜ୍ୟ

Arrested: ବ୍ରହ୍ମଗିରି କଙ୍କାଳ ଉଦ୍ଧାର ଘଟଣା: ବନ୍ଧୁ ସାଜିଲା ବଇରୀ, ବନ୍ଧା ହେଲେ ଦୁଇ ଅଭିଯୁକ୍ତ ସାଙ୍ଗ

ପ୍ରାୟ ଏକ ମାସ ପୂର୍ବେ ଗଡ଼ରୋଡ଼ଙ୍ଗ ଗ୍ରାମରେ ଘଟିଥିବା କୃଷ୍ଣ ବଢ଼େଇ ଓରଫ କୁଶ ଓରଫ କୁଶିଆଙ୍କ ହତ୍ୟାକାଣ୍ଡର ତଦନ୍ତରେ ବ୍ରହ୍ମଗିରି ପୁଲିସକୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ମୃତକଙ୍କ ଦୁଇ ଜଣ ବନ୍ଧୁଙ୍କୁ ପୁଲିସ ଗିରଫ କରିଛି।

ବ୍ରହ୍ମଗିରି: ବନ୍ଧୁ ସାଜିଲା ବଇରୀ। ସାମାନ୍ୟ ବଚସାକୁ କେନ୍ଦ୍ର କରି ବନ୍ଧୁଙ୍କୁ ହତ୍ୟା କରି ଦୁଇ ଗିରଫ ହୋଇଛନ୍ତି। ପ୍ରାୟ ଏକ ମାସ ପୂର୍ବେ ଗଡ଼ରୋଡ଼ଙ୍ଗ ଗ୍ରାମରେ ଘଟିଥିବା କୃଷ୍ଣ ବଢ଼େଇ ଓରଫ କୁଶ ଓରଫ କୁଶିଆଙ୍କ ହତ୍ୟାକାଣ୍ଡର ତଦନ୍ତରେ ବ୍ରହ୍ମଗିରି ପୁଲିସକୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ମୃତକଙ୍କ ଦୁଇ ଜଣ ବନ୍ଧୁଙ୍କୁ ପୁଲିସ ଗିରଫ କରିଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button