ଦେଶ ବିଦେଶ

Success farming: ଲଦାଖର ଚାଷୀ ଉତ୍ସାହିତ: ୩୦ ଦିନରେ ଫଳପ୍ରଦ ହେଲା ପରୀକ୍ଷାମୂଳକ କେଶର ଚାଷ

ବିଶ୍ୱର ସବୁଠାରୁ ଦାମୀ ମସଲା ଭାବେ ପରିଚିତ କେଶର ଏବେ ଲଦାଖରେ ମଧ୍ୟ ଚାଷ ହେବାକୁ ଯାଉଛି। ଯେଉଁ ଜମିକୁ ଦିନେ ଚାଷ ପାଇଁ ଅନୁପଯୋଗୀ ତଥା ବଞ୍ଜର ବୋଲି ବିବେଚନା କରାଯାଉଥିଲା, ସେଠାରେ ଏବେ କେଶର ଫୁଲ ଫୁଟିଛି। ଏହି ପରୀକ୍ଷାମୂଳକ ଚାଷ ସଫଳ ହେବା...

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଦାମୀ ମସଲା ଭାବେ ପରିଚିତ କେଶର ଏବେ ଲଦାଖରେ ମଧ୍ୟ ଚାଷ ହେବାକୁ ଯାଉଛି। ଯେଉଁ ଜମିକୁ ଦିନେ ଚାଷ ପାଇଁ ଅନୁପଯୋଗୀ ବୋଲି ବିବେଚନା କରାଯାଉଥିଲା, ସେଠାରେ ଏବେ କେଶର ଫୁଲ ଫୁଟିଛି। ଏହି ପରୀକ୍ଷାମୂଳକ ଚାଷ ସଫଳ ହେବା ପରେ ଲଦାଖର କୃଷି କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ହୋଇଛି। ବଜାରରେ ଉନ୍ନତମାନର କଶ୍ମୀରୀ କେଶରର ମୂଲ୍ୟ କିଲୋ ପିଛା ୩ ଲକ୍ଷରୁ ୩.୬୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି।

 

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button