ନୀଳଗିରି:ବାଲେଶ୍ୱରଜିଲ୍ଲାରନୀଳଗିରିରେଞ୍ଜଅଧୀନକାଠଗୋଛିଜଙ୍ଗଲରେଏକକଲରାପତରିଆବାଘଶିକାରୀଙ୍କଫାଶରେପଡ଼ିମୃତ୍ୟୁବରଣକରିଥିବାଘଟଣାଚର୍ଚ୍ଚାରବିଷୟହୋଇଛି।ଏହିଘଟଣାପରେଅଞ୍ଚଳରେଭୟ ଓଆତଙ୍କରପରିବେଶସୃଷ୍ଟିହୋଇଛି। ସୂଚନାଅନୁଯାୟୀ, ସୋମବାରବିଳମ୍ବିତରାତିରେବାଘଟିନିକଟସ୍ଥକୁଲଡିହାଅଭୟାରଣ୍ୟରୁଚାଲିଆସିକାଠଗୋଛିଜଙ୍ଗଲଅଞ୍ଚଳକୁପ୍ରବେଶକରିଥିଲା।ସେଠାରେପୂର୍ବରୁଲାଗିଥିବାଶିକାରୀଙ୍କଫାଶରେପଡ଼ିଯାଇଥିବାଅନୁମାନକରାଯାଉଛି।
ବାଘଟିରମୃତ୍ୟୁ ଘଟିଛି
ମଙ୍ଗଳବାରସକାଳେବାଘରଗର୍ଜନଶୁଣିସ୍ଥାନୀୟଲୋକେଘଟଣାସ୍ଥଳକୁଧାଇଁଯାଇଥିଲେ।ସେମାନେବାଘଟିକୁଫାଶରେଝୁଲିଥିବାଅବସ୍ଥାରେଦେଖିବାର କିଛିସମୟପରେବାଘଟିରମୃତ୍ୟୁଘଟିଥିବାଜଣାପଡ଼ିଛି। ଖବରପାଇବନବିଭାଗରକର୍ମଚାରୀଓଅଧିକାରୀମାନେ ସେଠାରେ ମୃତୟନ ଥିବା ସୂଚନା ମିଳିଛି ଓ ଘଟଣାସ୍ଥଳରେ ପହଞ୍ଚିତଦନ୍ତଆରମ୍ଭକରିଛନ୍ତି।
ସୌଜନ୍ୟ ସମ୍ବାଦ

