-
ମହାନଗର
Bauxite mine lease: ବକ୍ସାଇଟ୍ ଖଣି ଲିଜ୍ ବାତିଲ ପାଇଁ ଦାବି: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସଚେତନ ନାଗରିକ
ଭୁବନେଶ୍ବର: ପରିବେଶ ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଦିଆଯାଇଥିବା ବକ୍ସାଇଟ୍ ଖଣିଗୁଡ଼ିକର ଲିଜ୍ ବାତିଲ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଦାବି କରାଯାଇଛି। ରାଜ୍ୟର ସଚେତନ ନାଗରିକ ଅମିୟ…
Read More » -
ମହାନଗର
Nighttime: ରାତ୍ରିକାଳୀନ ନାକାବନ୍ଦୀରେ ଫସିଲେ ଅମାନିଆ: ୭୦କାର୍, ୧୩୪ବାଇକ, ୮ଅଟୋ ଜବତ
ଭୁବନେଶ୍ବର: ପାର୍ବଣକୁ ଦୃଷ୍ଟିରେ ରଖି କମିସନରେଟ୍ ପୁଲିସ ପକ୍ଷରୁ ଦ୍ବୈତନଗରୀରେ ରାତ୍ରିକାଳୀନ ନାକାବନ୍ଦୀ ଆରମ୍ଭ କରାଯାଇଛି। ମଦ୍ୟପାନ କରି ଗାଡ଼ି ଚାଳନା, ରାତିରେ କର୍ମଜୀବୀ ମହିଳାଙ୍କୁ ସୁରକ୍ଷା, ନିଶା କାରବାର…
Read More » -
ମହାନଗର
Rakhi: ପରିବେଶ ପାଇଁ ଗଛରେ ବାନ୍ଧିଲେ ରାଖୀ
ଭୁବନେଶ୍ବର: ଆଜି ନୂଆପଲ୍ଲୀସ୍ଥିତ କସ୍ତୁରବା ଶିକ୍ଷାଶ୍ରମ ଶିଶୁ ବିଦ୍ୟାମନ୍ଦିରରେ ରକ୍ଷାବନ୍ଧନ ପାଳିତ ହୋଇଛି। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟା ଜ୍ୟୋତ୍ସ୍ନାରାଣୀ ନନ୍ଦଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ରୂପେ ପରିଚାଳନା ସମିତିର ଉପସଭାପତି…
Read More » -
ମହାନଗର
Land: ଜମି ବିକ୍ରି ନାଁରେ ୪୦ ଲକ୍ଷ ଚଳୁ: ପୁଅ ଗିରଫ ବାପା ଫେରାର
ଭୁବନେଶ୍ୱର: ଜମି ବିକ୍ରି କରିବାକୁ କହି ଧୂର୍ତ୍ତ ବାପା-ପୁଅ ୪୦ ଲକ୍ଷ ଟଙ୍କା ଚଳୁ କରିଦେଲେ। ଜମି ତ ଦେଲେ ନାହିଁ, ଟଙ୍କା ଫେରସ୍ତ ମାଗିବାରୁ ହତ୍ୟା ଧମକ ଦେଲେ।…
Read More » -
ଖେଳ
National Sports Day: ଅଗଷ୍ଟ ୨୯ରେ କାହିଁକି ପାଳନ କରାଯାଏ ଜାତୀୟ କ୍ରୀଡ଼ା ଦିବସ?
ଭାରତୀୟ କ୍ରୀଡ଼ା ଇତିହାସରେ ଆଜିର ଦିନଟି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଆଜି ହେଉଛି ମେଜର ଧ୍ୟାନ ଚାନ୍ଦଙ୍କ ଜୟନ୍ତୀ। ଏହି ଦିନକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି। ଧ୍ୟାନ ଚାନ୍ଦଙ୍କ…
Read More » -
ଖେଳ
Kalinga Stadium: କଳିଙ୍ଗ ଷ୍ଟାଡିୟମ୍ରେ ରୋଲ୍ବଲ୍ କୋର୍ଟ
ଭୁବନେଶ୍ବର: ଓଡ଼ିଶାର କ୍ରୀଡ଼ା ମାନଚିତ୍ରରେ ଆଉ ଏକ ଭଲ ଭିତ୍ତିଭୂମି ଯୋଡ଼ି ହେବାକୁ ଯାଉଛି। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ରେ ଖୁବ୍ ଶୀଘ୍ର ରୋଲ୍ ବଲ୍ର ଏକ ନୂଆ କୋର୍ଟ କାମ…
Read More » -
ଖେଳ
Pak-England Test: ପାକ୍-ଇଂଲଣ୍ଡ ଟେଷ୍ଟରେ ପଶିଲା ରାଜନୀତି
ଲଣ୍ଡନ: ଐତିହାସିକ ଲର୍ଡ୍ସ ଷ୍ଟାଡିୟମରେ ଖେଳାଯାଉଥିବା ପାକିସ୍ତାନ ଓ ଇଂଲଣ୍ଡ ଦ୍ବିତୀୟ ଟେଷ୍ଟରେ ରାଜନୀତି ପ୍ରବେଶ କରିଛି। ଏହି ମ୍ୟାଚ୍ ପ୍ରସାରଣ କରୁଥିବା ଟିଭି ଚ୍ୟାନେଲ୍ରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ…
Read More » -
ଖେଳ
Odisha Reliance Foundation: ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ୍ ଆଥଲେଟିକ୍ସ ଏଚ୍ପିସି; ତୃଣମୂଳରୁ ପ୍ରତିଭା ଚିହ୍ନଟ ପାଇଁ ସୁଦୃଢ଼ ପ୍ରକ୍ରିୟା ରହିଛି: ମାର୍ଟିନ
ଭୁବନେଶ୍ବର: ୨୦୧୯ରେ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ୍ ଆଥଲେଟିକ୍ସ ଏଚ୍ପିସି ଦୌଡ଼କୁଦ କ୍ଷେତ୍ରରେ ସମଗ୍ର ଦେଶରେ ଏକ ଚର୍ଚ୍ଚିତ ଉତ୍କର୍ଷ କେନ୍ଦ୍ରରେ ପରିଣତ ହୋଇଛି। ନିୟମିତଭାବେ…
Read More » -
ଖେଳ
Cricket: ଟେଣ୍ଟରେ ଡ୍ରେସିଂ ରୁମ, ଶୌଚାଳୟ ୫୦୦ ମିଟର ଦୂରରେ
ମୁମ୍ବାଇ: ଜାପାନର ଆଇଚି-ନାଗୋୟାଠାରେ ସେପ୍ଟେମ୍ବର ୧୯ରୁ ଏସୀୟ କ୍ରୀଡ଼ା ଆରମ୍ଭ ହେବାକୁ ଯାଉଛି। ଏଥିରେ ପୁରୁଷ କ୍ରିକେଟ୍ ପ୍ରତିଯୋଗିତା ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୩ ଏବଂ ମହିଳା କ୍ରିକେଟ ପ୍ରତିଯୋଗିତା…
Read More » -
ରାଜ୍ୟ
Odisha High Court: ହାଇକୋର୍ଟରେ ବ୍ରହ୍ମପୁର ନିର୍ବାଚନୀ ମୋକଦ୍ଦମା, ସାକ୍ଷ୍ୟ ଗ୍ରହଣ ଶେଷ, ସେପ୍ଟେମ୍ବର ୧୭ରେ ଯୁକ୍ତି ଉପସ୍ଥାପନ
କଟକ: ବ୍ରହ୍ମପୁର ବିଧାନସଭା ନିର୍ବାଚନୀ ମାମଲାରେ ପ୍ରତିପକ୍ଷ ବିଧାୟକ କେ.ଅନୀଲ କୁମାରଙ୍କ ହାଇକୋର୍ଟରେ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି। କେ.ଅନୀଲ କୁମାରଙ୍କୁ ଆବେଦନକାରୀଙ୍କ ତରଫରୁ ଜେରା କରାଯାଇଥିଲା। ଜେରା ସଂପୂର୍ଣ୍ଣ ହୋଇଥିଲା। ପ୍ରତିପକ୍ଷଙ୍କ…
Read More »