-
ରାଜ୍ୟ
ଇଣ୍ଡିଆନ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ଲିମିଟେଡର ଅଧିକାରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ, ଚଣ୍ଡିଖୋଲରେ ପ୍ରକଳ୍ପର ଅଗ୍ରଗତି ନେଇ କଲେ ଆଲୋଚନା
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀ ଠାରେ ‘ଇଣ୍ଡିଆନ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ଲିମିଟେଡ୍’ (ଆଇଏସପିଆରଏଲ)ର ଡେପୁଟି ସିଇଓ ଅତୁଲ ଗୁପ୍ତାଙ୍କ ସହ ସାକ୍ଷାତ୍ କରିଛନ୍ତି…
Read More » -
ମହାନଗର
କୋଇଲା ଖଣି ଅଞ୍ଚଳରେ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ସାଧାରଣ ଲୋକଙ୍କ ପୁନର୍ବାସ ଓ ଥଇଥାନ ସୁନିଶ୍ଚିତ କରିବାକୁ ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ଲୋକସେବା ଭବନଠାରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ କୋଇଲା ଖଣି ଥିବା ଜିଲ୍ଲାମାନଙ୍କର ତାପଜ ଶକ୍ତି ତଥା…
Read More » -
ମହାନଗର
ମାଲବାହୀ ଯାନରେ ଯାତ୍ରୀ ପରିବହନ କଲେ କଠୋର କାର୍ଯ୍ୟାନୁଷ୍ଠାନ, ସଡ଼କ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ
କଟକ: ଟିଟିଲାଗଡ଼ରେ ମର୍ମନ୍ତୁଦ ଦୁର୍ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଏହି ଘଟଣାରେ ଦୁର୍ଘଟଣା ଘଟାଇଥିବା ପିକ୍-ଅପ୍…
Read More » -
ରାଶିଫଳ
Horoscope Today : ଏପ୍ରିଲ ୨୯ ତାରିଖ, ବୁଧବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ
ମେଷ– ଆତ୍ମବିଶ୍ୱାସ ବଢ଼ିବ ଓ କାର୍ଯ୍ୟରେ ଭଲ ସଫଳତା ମିଳିବ। ନୂଆ ଅବସର ଆସିପାରେ ଯାହା ଭବିଷ୍ୟତ ପାଇଁ ଲାଭଦାୟକ। ଧନ ଆଗମନର ଯୋଗ ରହିଛି। ନିଷ୍ପତ୍ତି…
Read More » -
ମନୋରଞ୍ଜନ
ପୁଣି ଥରେ ଫୁନସୁକ ୱାଙ୍ଗଡୁ ଭୂମିକାରେ ଅଭିନୟ କରିବେ କି ଆମିର? ‘୩ ଇଡିଅଟ୍ସ’ର ସିକ୍ୱେଲ ଉପରେ ଚାଲିଛି କାମ
ମୁମ୍ବାଇ: ଆମିର ଖାନଙ୍କ ପୁଅ ଜୁନୈଦ ଖାନଙ୍କର ‘ଏକ ଦିନ’ ନାମକ ଏକ ଫିଲ୍ମ ଖୁବ ଶୀଘ୍ର ରିଲିଜ ହେଉଛି। ଏହି ଫିଲ୍ମଟି ଆମିର ଖାନ ପ୍ରଡକ୍ସନ…
Read More » -
ମନୋରଞ୍ଜନ
ଝିଅକୁ କ’ଣ କରିବାକୁ ଚାହାନ୍ତି ଆଲିଆ: ନିଜେ କଲେ ଖୁଲାସା
ଅଭିନେତ୍ରୀ ଆଲିଆ ଭଟ୍ଟ ଆଜିକାଲି ଝିଅ ରାହା ସହ ସମୟ ବିତାଉଛନ୍ତି। ଫିଲ୍ମ ଦୁନିଆରୁ ଦୂରେଇ ସେ ଝିଅର ଭଲମନ୍ଦ ବୁଝୁଛନ୍ତି। ଆଲିଆ-ରଣବୀରଙ୍କ ଝିଅ ହୋଇଥିବାରୁ ରାହା…
Read More » -
ଦେଶ ବିଦେଶ
Airlines: ଇନ୍ଧନ ମୂଲ୍ୟରେ ରିହାତି ଲୋଡ଼ିଲା ବିମାନ ଚଳାଚଳ ସଂସ୍ଥା କହିଲା ବହନ କରିପାରିବୁନି ଇନ୍ଧନ ବୃଦ୍ଧିର ଚାପ
ନୂଆଦିଲ୍ଲୀ:ଜେଟ୍ ଇନ୍ଧନ ଦର ବୃଦ୍ଧି ଯୋଗୁଁ ପରିବହନ କ୍ଷେତ୍ରରେ ଚାପ ପଡିଛି। ଖର୍ଚ୍ଚ ବୃଦ୍ଧି ପାଉଥିବାରୁ ଭାରତର ବିମାନ ଶିଳ୍ପ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛି। ଏୟାର ଇଣ୍ଡିଆ,…
Read More » -
ଜିଲ୍ଲା
Vedant: ବେଦାନ୍ତର ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା
ଭୁବନେଶ୍ବର: ବେଦାନ୍ତ ଆଲୁମିନିୟମର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ (ଏମ୍ଏଚ୍ୟୁ) ସୁନ୍ଦରଗଡ଼ ଓ ଝାରସୁଗୁଡ଼ାର ୧୮ଟି ଦୁର୍ଗମ ଗ୍ରାମର ୫୦,୦୦୦ରୁ ଅଧିକ ବାସିନ୍ଦାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଛି । ଗତ ତିନି…
Read More » -
ଦେଶ ବିଦେଶ
Private bank: ଘରୋଇ ବ୍ୟାଙ୍କରେ କମିଲେ କର୍ମଚାରୀ: ଏଆଇ, ଅଟୋମେସନ ପ୍ରଭାବ
ମୁମ୍ବାଇ: ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଗ୍ରାହକମାନଙ୍କ ହାତପାଆନ୍ତରେ ବ୍ୟାଙ୍କ ସେବା ପହଞ୍ଚାଇବାକୁ ବ୍ୟାଙ୍କଗୁଡ଼ିକ ବିପୁଳ ନିବେଶ କରୁଛନ୍ତି। ସେଥିରେ ସେମାନଙ୍କୁ ଉଲ୍ଲେଖନୀୟ ସଫଳତା ମିଳିଛି। ବ୍ୟାଙ୍କର…
Read More » -
ଜିଲ୍ଲା
DMF: ଡିଏମ୍ଏଫ୍ରୁ ମନଇଚ୍ଛା ଖର୍ଚ୍ଚ: କାମରେ ଆସୁନି ମାଳମାଳ ପ୍ରକଳ୍ପ
ଯାଜପୁର: ନିର୍ମାଣ ହୋଇଛି ମାଳମାଳ ପ୍ରକଳ୍ପ। ମନଇଚ୍ଛା ଖର୍ଚ୍ଚ ହୋଇଛି ଡିଏମ୍ଏଫ୍ (ଜିଲ୍ଲା ଖଣିଜ ପ୍ରତିଷ୍ଠାନ) ଅନୁଦାନ। ଯାଜପୁର ଜିଲ୍ଲାରେ ଏହି ପାଣ୍ଠିରୁ ଏପର୍ଯ୍ୟନ୍ତ ୧,୬୯୩କୋଟି ଟଙ୍କା ବ୍ୟୟ କରାଯାଇଛି। ଦୂରଦୃଷ୍ଟି…
Read More »