ଦେଶ ବିଦେଶ

Badrinath: ବଦ୍ରିନାଥ ତପ୍ତ କୁଣ୍ଡରେ ସ୍ନାନ କରୁଥିବା ଭକ୍ତଙ୍କ ପାଇଁ ସତର୍କତା

ଧାର୍ମିକ ବିଶ୍ୱାସରେ ବଦ୍ରିନାଥ ଧାମର ତପ୍ତ କୁଣ୍ଡରେ ସ୍ନାନ କରୁଥିବା ଭକ୍ତଙ୍କ ପାଇଁ ଏବେ ସତର୍କତାର ଆବଶ୍ୟକତା ଦେଖାଦେଇଛି। ନିକଟରେ ତପ୍ତ କୁଣ୍ଡରେ ସ୍ନାନ କରିବା ପରେ ଦୁଇ ବୟସ୍କା ଭଉଣୀଙ୍କ ମୃତ୍ୟୁ ଘଟଣା ଗରମ ପାଣିରେ ଦୀର୍ଘ ସମୟ ରହିବାର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛି।

ଧାର୍ମିକ ବିଶ୍ୱାସରେ ବଦ୍ରିନାଥ ଧାମର ତପ୍ତ କୁଣ୍ଡରେ ସ୍ନାନ କରୁଥିବା ଭକ୍ତଙ୍କ ପାଇଁ ଏବେ ସତର୍କତାର ଆବଶ୍ୟକତା ଦେଖାଦେଇଛି। ନିକଟରେ ତପ୍ତ କୁଣ୍ଡରେ ସ୍ନାନ କରିବା ପରେ ଦୁଇ ବୟସ୍କା ଭଉଣୀଙ୍କ ମୃତ୍ୟୁ ଘଟଣା ଗରମ ପାଣିରେ ଦୀର୍ଘ ସମୟ ରହିବାର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛି। ବିଶେଷଜ୍ଞଙ୍କ ମତରେ, ଅତ୍ୟଧିକ ଗରମ ପାଣିରେ ଦୀର୍ଘ ସମୟ ରହିବା ଦ୍ୱାରା ରକ୍ତଚାପ କମିବା, ଡିହାଇଡ୍ରେସନ୍, ମୁଣ୍ଡ ବୁଲାଇବା ଏବଂ ହୃଦୟ ଉପରେ ଅତିରିକ୍ତ ଚାପ ଭଳି ସମସ୍ୟା ଦେଖାଦେଇଥାଏ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button