ରାଜ୍ୟ

Baitarani Flood: ଡୋଭାବିଲ ପାଟଣାରେ ପୁଣି ଘାଇ, ବୁଡ଼ିଲାଣି ୨ ପଞ୍ଚାୟତ ସମେତ ଅହିୟାସ ବଜାର

ବୈତରଣୀ ନଦୀରେ ଆସିଛି ନବମ ବନ୍ୟା। ଫଳରେ ଶାଖା ନଦୀ କାଣୀରେ ପୁଣି ସୃଷ୍ଟି ହୋଇଛି ଘାଇ। ଗତ ଜୁଲାଇ ୨୮ ତାରିଖରେ ଦ୍ୱିତୀୟ ବନ୍ୟାରେ ସୃଷ୍ଟି ହୋଇଥିବା ଘାଇ ପୁଣି ଆଜି ସକାଳୁ ଭାଙ୍ଗିଯାଇଛି।

ଦଶରଥପୁର: ବୈତରଣୀ ନଦୀରେ ଆସିଛି ନବମ ବନ୍ୟା। ଫଳରେ ଶାଖା ନଦୀ କାଣୀରେ ପୁଣି ସୃଷ୍ଟି ହୋଇଛି ଘାଇ। ଗତ ଜୁଲାଇ ୨୮ ତାରିଖରେ ଦ୍ୱିତୀୟ ବନ୍ୟାରେ ସୃଷ୍ଟି ହୋଇଥିବା ଘାଇ ପୁଣି ଆଜି ସକାଳୁ ଭାଙ୍ଗିଯାଇଛି। ଫଳରେ ଦଶରଥପୁର ବ୍ଲକର ତରପଦା, କସପା ପଞ୍ଚାୟତ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯିବା ସହ ଅହିୟାସ ବଜାରରେ ପୁଣି ପଶିଛି ବନ୍ୟା ଜଳ। ଲଘୁଚାପ ବର୍ଷା ଗତ ୪ ଦିନ ହେବ ହେଉଥିବାବେଳେ ଆଜି ମଧ୍ୟ ଜାରି ରହିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button