ଓଡ଼ିଶା ଦଳ: ଶାନ୍ତନୁ ମିଶ୍ର, ସ୍ବସ୍ତିକ ସାମଲ, ଓମ୍‌ ଟି ମୁଣ୍ଡେ, ଦୀନେଶ କୁମାର ମାଝୀ (ୱିକେଟ୍‌ରକ୍ଷକ), ଆଶୀର୍ବାଦ ସ୍ବାଇଁ (ୱିକେଟ୍‌ରକ୍ଷକ), ବିପ୍ଳବ ସାମନ୍ତରାୟ (ଅଧିନାୟକ), ପ୍ରୟାଶ କୁମାର ସିଂହ, ସମ୍ବିତ ବରାଳ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ସୌମ୍ୟରଞ୍ଜନ ଲେଙ୍କା, ଅନିଲ ପରିଡ଼ା, ସନ୍ଦୀପ ପଟ୍ଟନାୟକ, ବାଦଲ ବିଶ୍ବାଳ, ଗୋବିନ୍ଦ ପୋଦ୍ଦାର ଓ ସୟଦ୍‌ ତୁଫୈଲ। ଷ୍ଟାଣ୍ଡବାଇ-ଶୁଭମ ଶତ୍ରୁଜିତ, ରାଜେଶ ଧୁପର, ସମ୍ବିତ ବେଜ, ପ୍ରଦୀପ ପ୍ରଧାନ, କାର୍ତ୍ତିକ ବିଶ୍ବାଳ, ପ୍ରଶାନ୍ତ ରଣା, ତରଣୀ ସ’, ସୁମିତ ଶର୍ମା।