ରାଜ୍ୟ
-
Raid: ବିଳମ୍ବିତ ରାତିରେ ଚୋରା ବାଲି ଚାଲାଣ ଉପରେ ପୁଲିସର ଚଢ଼ାଉ: ୪ ହାଇୱା ଓ ୩ ଟ୍ରାକ୍ଟର ଜବତ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ଚୋରା ବାଲି ଚାଲାଣ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ କଡ଼ାକଡ଼ି କରିଛି। ବିଳମ୍ବିତ ରାତିରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ ପକ୍ଷରୁ ସହର ମଧ୍ୟ ଦେଇ ଚାଲାଣ ହେଉଥିବା ବାଲି ବୋଝେଇ ଗାଡ଼ିଗୁଡ଼ିକ…
Read More » -
BrahmaniRiver: ବ୍ରାହ୍ମଣୀ ନଦୀରେ ବୁଡ଼ି ନାବାଳିକା ନିଖୋଜ
ବରୀ: ଯାଜପୁରଜିଲ୍ଲା ବରୀର ବ୍ରାହ୍ମଣୀ ନଦୀର ଚନ୍ଦନପୁର ଗାଧୁଆତୁଠରେ ଗାଧୋଇବାକୁ ଆସିଥିବା ଜଣେ ନାବାଳିକା ନଦୀରେ ବୁଡ଼ିଯାଇ ନିଖୋଜ ଥିବା ଜଣାପଡ଼ିଛି। ନିଖୋଜ ନାବାଳିକା ଜଣଙ୍କ ଚନ୍ଦନପୁର ଗ୍ରାମର ପ୍ରଶାନ୍ତ ବିଶ୍ବାଳଙ୍କ ଝିଅ ଶୁଭଲକ୍ଷ୍ମୀ…
Read More » -
Thailand: ଥାଇଲାଣ୍ଡରେ ଫସିଛନ୍ତି ଚାରି ଓଡ଼ିଆ ଶ୍ରମିକ, ଭୋକ ଉପାସରେ କଟୁଛି ଜୀବନ
କେନ୍ଦ୍ରାପଡା: ନିଜ ପରିବାର ପ୍ରତିପୋଷଣ କରିବା ସହିତ ପରିବାର ମୁହଁରେ ହସ ଫୁଟାଇବା ଲାଗି ଦାଦନ ଖଟିବାକୁ ଯାଇ ଥାଇଲାଣ୍ଡରେ ଫସିଛନ୍ତି କେନ୍ଦ୍ରାପଡ଼ା ରାଜକନିକା ଓ ଆଳି ବ୍ଲକର ଚାରି ଓଡ଼ିଆ ଶ୍ରମିକ…
Read More » -
Ganja: ଓଡ଼ିଶାରୁ ଖସିଗଲେ, ଛତିଶଗଡରେ ଧରାପଡ଼ିଲେ: ଗଞ୍ଜେଇ ଚୋରା ଚାଲାଣବେଳେ ଦୁଇ ଓଡ଼ିଆ ଯୁବକଙ୍କୁ ଧରିଲା ପଡୋଶୀ ରାଜ୍ୟ ପୁଲିସ
ଚନ୍ଦାହାଣ୍ଡି(ମହମ୍ମଦ ହୁସେନ): ନବରଙ୍ଗପୁରଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ମୋହରା ଗ୍ରାମର ଦୁଇ ଯୁବକ ନିଜ ବାଇକ ଯୋଗେ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଛତିଶଗଡ଼ ରାଜ୍ୟ ଅମଲିପଦର ପୁଲିସ ଦ୍ବାରା ଗିରଫ ହୋଇଥିବା ଜଣାପଡିଛି ।…
Read More » -
Kabisuryanagar Death Case: କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ମାମଲା: ପ୍ରମାଣ ନଷ୍ଟ ଲାଗି ସୁଶାନ୍ତଙ୍କୁ ଅଟକ ରଖିଥିଲେ
ବ୍ରହ୍ମପୁର/କବିସୂର୍ଯ୍ୟନଗର/ପୁରୁଷୋତ୍ତମପୁର: କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ମାମଲାରେ ଏଚ୍ଆର୍ପିସି ପକ୍ଷରୁ ଦ୍ବିତୀୟ ଦିନରେ ତଦନ୍ତ ଜାରି ରହିଛି। ପୁରୁଷୋତ୍ତମପୁର ସହର ତାରାତାରିଣୀ ପୀଠ ନିକଟ ଦିଗନ୍ତ ଡାକବଙ୍ଗଳାରେ ଆଜି…
Read More » -
Darva Division still active: ଏବେ ବି ସକ୍ରିୟ ଦରଭା ଡିଭିଜନ୍: ୬ ନକ୍ସଲଙ୍କ ମୁଣ୍ଡରେ ୨୧ ଲକ୍ଷର ପୁରସ୍କାର
ମାଲକାନଗିରି: ନକ୍ସଲମୁକ୍ତ ଭାରତ ନେଇ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି କିଛି ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ହୋଇନାହାନ୍ତି। ଛତିଶଗଡ଼ ଦରଭା ଡିଭିଜନ୍ର ୬ ନକ୍ସଲ ଆତ୍ମସମର୍ପଣ ନ କରି…
Read More » -
Andhra Pradesh’s SIR: ଜନଗଣନା ପରେ ଆନ୍ଧ୍ରର ଏସ୍ଆଇଆର୍: ତଡ଼ାଖାଇ ପୁଣି ଲୁଚିଛପି କୋଟିଆରେ ଅନୁପ୍ରବେଶ
ପଟାଙ୍ଗି: ବାରମ୍ବାର ତଡ଼ାଖାଇଥିଲେ ମଧ୍ୟ କୋଟିଆ ମୋହ ଛାଡ଼ିପାରୁନି ଆନ୍ଧ୍ର ପ୍ରଶାସନ। ସୁଯୋଗ ଦେଖି ଲୁଚିଛପି ଓଡ଼ିଶା ସୀମାରେ ଅନୁପ୍ରବେଶ ଜାରି ରଖିଛି। କିନ୍ତୁ ଅନୁପ୍ରବେଶ ନେଇ କୋରାପୁଟ…
Read More » -
Village: ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡ଼ାଇ ହାଣିଲେ: ବେକ, ମୁଣ୍ଡ, କାନମୂଳରେ ବାଜିଛି ଖଣ୍ଡା ଓ ଭୁଜାଲି ଚୋଟ
ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଚାନ୍ଦିବାଉଁଶମୂଳ ପଞ୍ଚାୟତ ଢୋଲମରା ଗ୍ରାମର ଜଣେ ଯୁବକଙ୍କୁ ପୂର୍ବଶତ୍ରୁତାରୁ ଗାଁ ଦାଣ୍ଡରେ ବାପା ଓ ଦୁଇ ପୁଅ ଗୋଡ଼ାଇ ଗୋଡ଼ାଇ ଖଣ୍ଡା ଓ…
Read More » -
Kumar Prashant: ଚୁପ୍ ରୁହନି, ଗଣତନ୍ତ୍ର ପାଇଁ ସ୍ବର ଉଠାଅ: କୁମାର ପ୍ରଶାନ୍ତ
ଭୁବନେଶ୍ବର: ଆଗକୁ ବହୁତ କଠିନ ସମୟ ଆସିବାକୁ ଯାଉଛି। ଆର୍ଥିକ, ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ଏହାର ପ୍ରତିଫଳନ ଦେଖିବାକୁ ମିଳିବ। ଲେଖକ, ଗଣମାଧ୍ୟମ ଓ କହିବା ଲୋକ ସମସ୍ତେ…
Read More » -
Ratha yatra: ରଥଖଳା: ଲାଗିଲା ଦଣ୍ଡା କଣ୍ଟା
ପୁରୀ: ରଥ ନିର୍ମାଣର ଆଜି ୪୪ତମ ଦିନରେ ରଥ ନିର୍ମାଣକାରୀ ସେବକମାନେ ରଥ ଖଳାରେ ପହଞ୍ଚି ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ତିନି…
Read More »