ରାଜ୍ୟ
-
Looted Gold Recovered ଛତିଶଗଡ଼ରୁ ୫୦ଲକ୍ଷ ଟଙ୍କାର ଚୋରି ସୁନା ଓ ରୁପାଳଙ୍କାର, ଗଞ୍ଜାମରୁ ଉଦ୍ଧାର
ଆସିକା: ଛତିଶଗଡ଼ ସରଗୁଜା ଜିଲ୍ଲା ସୀତାପୁର ଅଞ୍ଚଳରୁ ଜଣେ ସୁନାଦୋକାନୀଙ୍କ ଠାରୁ ଦୁର୍ବୃତ୍ତମାନେ ବ୍ୟାଗ୍ଭର୍ତ୍ତି ସୁନା ଓ ରୁପାଳଙ୍କାର ଲୁଟିନେଇଥିଲେ। ଏହି ମାମଲାରେ ପାଟପୁର ପୁଲିସ ଚଢ଼ାଉ କରି ସୋରଡ଼ା ଥାନା…
Read More » -
Thipakhole Waterfall ଥିପାଖୋଲ ଜଳପ୍ରପାତରେ ବୁଡ଼ି ଯୁବକ ନିଖୋଜ
ନୂଆପଡ଼ା: ସିନାପାଲି ଅନ୍ତର୍ଗତ ଥିପାଖୋଲ ଜଳପ୍ରପାତରେ ଭାସି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଯୁବକ ଜଣକ ଛତିଶଗଡ଼ର ଅମଲିପଦରର ବସନ୍ତ ଧରୁଆ (୨୯)। ସିନାପାଲି ପୁଲିସ ଓ ଅଗ୍ନିଶମ…
Read More » -
Agriculture: ନୂଆ ପିଢ଼ି କୃଷକଙ୍କୁ କୃଷିବନୀକରଣ ତାଲିମ
ଭୁବନେଶ୍ୱର: ସମୁଦ୍ର କୂଳିଆ ହେନ୍ତାଳ ବଣ ପ୍ରସାରରେ କାର୍ଯ୍ୟରତ କଳିଙ୍ଗ କୁସୁମ ଫାଉଣ୍ଡେସନ ଦ୍ୱାରା ଅଗଷ୍ଟ ୧୫ରେ ଉପକଣ୍ଠସ୍ଥ ଛତାବର ତାଲିମ କେନ୍ଦ୍ରଠାରେ ଜେନ୍-ଜି କୃଷକମାନଙ୍କ ରୋଜଗାର ପନ୍ଥା…
Read More » -
Senior Journalist Pension Scheme ବରିଷ୍ଠ ସାମ୍ବାଦିକ ପେନ୍ସନ୍ ଯୋଜନା କାର୍ଯ୍ୟକାରୀ କରିବାକୁ ଦାବି
ଭଦ୍ରକ(ହରିହର ନାୟକ): ରାଜ୍ୟରେ ବରିଷ୍ଠ ସାମ୍ବାଦିକ ପେନସନ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟକାରୀ କରିବାକୁ ରାଜ୍ୟ ବରିଷ୍ଠ ସାମ୍ବାଦିକ ସଙ୍ଘ ପକ୍ଷରୁ…
Read More » -
Village Road Protest କାଦୁଅ ରାସ୍ତାରେ ଧାନତଳି ରୋଇ ଡଙ୍ଗାପାଣି ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
ରାଇରଙ୍ଗପୁର: ସ୍ଵାଧୀନତାର ଆଠ ଦଶନ୍ଧି ପରେ ମଧ୍ୟ ମୟୂରଭଞ୍ଜର ଅନେକ ଗାଁକୁ ଯୋଗାଯୋଗ ହୋଇପାରିନାହିଁ। ଏଭଳି ପ୍ରାଶାସନିକ ଅବହେଳାର ଶିକାର ହୋଇଥିବା ଗାଁଗୁଡ଼ିକ ମଧ୍ୟରୁ ଗୁହାଳଡାଙ୍ଗୀ ପଞ୍ଚାୟତର ଡଙ୍ଗାପାଣି…
Read More » -
‘Vande Mataram’ Row: ବନ୍ଦେ ମାତରମ୍ ଗାନକୁ କଂଗ୍ରେସର ଅବମାନନା, ରାଇରଙ୍ଗପୁର ବିଜେପିର ବିକ୍ଷୋଭ
ରାଇରଙ୍ଗପୁର: ସ୍ୱାଧୀନତା ଦିବସ ପାଳନ ଅବସରରେ ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ‘ବନ୍ଦେ ମାତରମ୍’ ଗାନକୁ ସୋନିଆ ଗାନ୍ଧୀ, ରାହୁଳ ଗାନ୍ଧୀ ପ୍ରମୁଖ ଅପମାନିତ କରିଥିବା ଅଭିଯୋଗ ହୋଇଛି। ଏହାକୁ…
Read More » -
Odisha Flood Alert ରାଜ୍ୟରେ ବନ୍ୟାସ୍ଥିତି: ୧୭ରେ ଉତ୍କଳ ବିଶ୍ବବିଦ୍ୟାଳୟର ସମସ୍ତ ପରୀକ୍ଷା ବାତିଲ, ଭଦ୍ରକର ୫ ବ୍ଲକ୍, ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି
ଭୁବନେଶ୍ବର/ଭଦ୍ରକ/ମୟୂରଭଞ୍ଜ: ରାଜ୍ୟରେ ବନ୍ୟାସ୍ଥିତି ଓ ୧୭ ତାରିଖ (ସୋମବାର) ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ କେନ୍ଦୁଝର, ଭଦ୍ରକ, ମୟୂରଭଞ୍ଜ ଆଦି ଜିଲ୍ଲାରେ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ ବନ୍ଦ…
Read More » -
Heavy rain: ପ୍ରବଳ ବର୍ଷା ସମ୍ଭାବନା; ଅଗଷ୍ଟ ୧୭ରେ ମୟୂରଭଂଜ, କେନ୍ଦୁଝରରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ
ଭୁବନେଶ୍ବର: ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିଛି। ବୁଢ଼ାବଳଙ୍ଗ, ବ୍ରାହ୍ମଣୀ ଏବଂ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଏହାରି ମଧ୍ୟରେ ପାଣିପାଗ ବିଭାଗ ପ୍ରବଳ ବର୍ଷା ନେଇ…
Read More » -
Jajpur Gold Theft ଘରେପଶି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟିଲେ, ପୁଲିସକୁ ଧକ୍କା ମାରି ଥାନାରୁ ଅଭିଯୁକ୍ତ ଚମ୍ପଟ
ଏଏସ୍ଆଇ ଓ କନେଷ୍ଟବଳ ନିଲମ୍ବିତ ବିଂଝାରପୁର(ଜାକିର ହୁସେନ୍): ଶୁକ୍ରବାର ବିଳମ୍ବିତ ରାତିରେ ବିଂଝାରପୁର ଥାନା ଅଙ୍ଗାଳୋ ଗ୍ରାମର ହେମନ୍ତ କୁମାର ସାମଲଙ୍କ ଘରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା…
Read More » -
Vinayatosh Mishra ଓଡ଼ିଶା ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ନେଲେ ବିନୟତୋଷ ମିଶ୍ର, ଅପରାଧ ନିୟନ୍ତ୍ରଣ ଓ ଜନସୁରକ୍ଷାକୁ ଗୁରୁତ୍ୱ
କଟକ: ବିନୟତୋଷ ମିଶ୍ର(ଆଇପିଏସ୍) ଆଜି (ରବିବାର) ଅପରାହ୍ନରେ କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ପୂର୍ବତନ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ଠାରୁ ଓଡ଼ିଶା ପୁଲିସର ନୂତନ ଆରକ୍ଷୀ…
Read More »