ରାଜ୍ୟ

Rourkela: ରାଉରକେଲାରେ ୧୨ ଘଣ୍ଟିଆ ଓଡିଶା ବନ୍ଦ

କେନ୍ଦ୍ର ସରକାରଙ୍କ ଜନବିରୋଧି ନୀତି, ଏମ୍ ଏମ୍ ଡି ଆର୍ ( ସଂଶୋଧିତ) ଆଇନ୍ -୨୦୨୬ ରଦ୍ଦ କରିବା, ଭାରତର ମୁଖ୍ୟ ନିର୍ବାଚନ କମିଶନର ଞାନେଶ କୁମାରଙ୍କୁ ତୁରନ୍ତ ବରଖାସ୍ତ କରିବା, ଓଡ଼ିଶାର ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଇଣ୍ଡିଆ ମେଣ୍ଟ ଆହ୍ୱାନରେ ରାଉରକେଲା ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି l

ରାଉରକେଲା : କେନ୍ଦ୍ର ସରକାରଙ୍କ ଜନବିରୋଧି ନୀତି, ଏମ୍ ଏମ୍ ଡି ଆର୍ ( ସଂଶୋଧିତ)  ଆଇନ୍ -୨୦୨୬ ରଦ୍ଦ କରିବା, ଭାରତର ମୁଖ୍ୟ ନିର୍ବାଚନ କମିଶନର ଞାନେଶ କୁମାରଙ୍କୁ ତୁରନ୍ତ ବରଖାସ୍ତ କରିବା, ଓଡ଼ିଶାର ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଇଣ୍ଡିଆ ମେଣ୍ଟ ଆହ୍ୱାନରେ ରାଉରକେଲା ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି l  କଂଗ୍ରେସ  ଜିଲ୍ଲା ସଭାପତି ସାବିର ହୁସେନ,ରବି ରାୟ,ଞାନେନ୍ଦ୍ର ଦାସ୍, ପ୍ରବୋଧ ଦାସ,ଖଦାଳ ସେଠୀ,ଇଜାଜ ଅକତର,ଶିବୁ ଦିପ୍,ସି ପି ଆଇ ଏମ୍ ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ବିମାନ ମାଇତି, ରାଜ କିଶୋର ପ୍ରଧାନ,ଶ୍ରୀମନ୍ତ ବେହେରା,ବି ପି ମହାପାତ୍ର, ବସନ୍ତ ନାୟକ, ଲକ୍ଷ୍ମୀଧର ନାୟକ, ବିଶ୍ଵଜିତ ମାଝୀ, ଭାଗିରଥି ଟୁଡୁ, ଅରୁଣ ମହାରଣା, ପ୍ରଭାତ ମହାନ୍ତି, ଦିବାକର ମହାରଣା,ସି ପି ଆଇ ଜିଲ୍ଲା ସଂପାଦକ ପ୍ରଦୋଷ ମହାନ୍ତି, ସଦାନନ୍ଦ ସାହୁ ନେତୃତ୍ବ ନେଇଛନ୍ତି l

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button