Breaking
-
Deogarh Bandh Today ଜିଲ୍ଲା ମହିଳା ଏକତା ମଞ୍ଚ ପକ୍ଷରୁ ଦେବଗଡ଼ ବନ୍ଦ, ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୁଲିସ
ଦେବଗଡ଼: ପୁରୁଣା ଡାକ୍ତରଖାନାରେ ୨୪ଘଣ୍ଟିଆ ସେବା ଦାବିରେ ଆଜି ଜିଲ୍ଲା ମହିଳା ଏକତା ମଞ୍ଚ ପକ୍ଷରୁ ଦେବଗଡ଼ ବନ୍ଦ ପାଳନ କରାଯାଇଛି। ଆଜି ସକାଳେ ୪୯ ନଂ ଜାତୀୟ ରାଜପଥ ଆମ୍ବେଦକର ଛକ…
Read More » -
Odia youth Returned Sudan ସୁଦାନରୁ ଓଡ଼ିଶା ଫେରିଲେ ଓଡ଼ିଆ ପୁଅ ଆଦର୍ଶ ବେହେରା
ଜଗତସିଂହପୁର/ଭୁବନେଶ୍ବର: ହାଇଦ୍ରାବାଦରୁ ଭୁବନେଶ୍ବର ଆସିଲେ। ସୁଦାନରୁ ସୁରକ୍ଷିତ ଫେରିଲେ ଓଡ଼ିଶାର ଯୁବକ ଆଦର୍ଶ ବେହେରା। ସେ ଭୁବନେଶ୍ବରରେ ପହଞ୍ଚିବା ପରେ ନିଜର ପ୍ରତିକ୍ରିୟାରେ କହିଛନ୍ତି, ମୋତେ ସୁଦାନରୁ ସୁରକ୍ଷିତ…
Read More » -
OTET Exam Starts ୪୫୨ଟି କେନ୍ଦ୍ରରେ ଆରମ୍ଭ ହେଲା ଓଟିଇଟି ପରୀକ୍ଷା-୨୦୨୫
ଭୁବନେଶ୍ବର: ରାଜ୍ୟବ୍ୟାପୀ ଆଜି ଓଡ଼ିଶା ଟିଚର ଇଲିଜିବିଟି ଟେଷ୍ଟ-୨୦୨୫ ଆରମ୍ଭ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଏହି ପରୀକ୍ଷାରେ ରାଜ୍ୟର ୧ ଲକ୍ଷ ୬୦ ହଜାର…
Read More » -
Bangladeshi: ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପ୍ରସଙ୍ଗ: ହାଇକୋର୍ଟରେ ରାଜ୍ୟ ସରକାରଙ୍କ ସତ୍ୟପାଠ
କଟକ: ବାଂଲାଦେଶୀ ଅନୁପ୍ରବେଶକରୀଙ୍କୁ ଚିହ୍ନଟ, ଅଟକ ଓ ସେମାନଙ୍କୁ ଦେଶାନ୍ତରୀକରଣ ପାଇଁ ସବୁ ଜିଲ୍ଲାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁସାରେ ସ୍ପେସାଲ ଟାସ୍କଫୋର୍ସ ଗଠନ କରାଯାଇଛି। ଏ ସଂକ୍ରାନ୍ତ…
Read More » -
Odisha Pharma Summit 2025: ଓଡ଼ିଶା ଫାର୍ମା ସମ୍ମିଳନୀ ୨୦୨୫: ୬୨୬୩ କୋଟିର ଏମ୍ଓୟୁ ସ୍ବାକ୍ଷର
ଭୁବନେଶ୍ବର: ଓଡ଼ିଶା ଫାର୍ମା ସମ୍ମିଳନୀ ୨୦୨୫ରେ ୬୨୬୩ କୋଟି ଟଙ୍କାର ୪୫ଟି ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫାର୍ମାସ୍ୟୁଟିକାଲ୍…
Read More » -
Kidney patient: ଘରେଘରେ କିଡ୍ନି ରୋଗୀ: ରେଢ଼ାଖୋଲ ଡାକ୍ତରଖାନାରେ ଡାଏଲିସିସ୍ ହେଉଛନ୍ତି ୨୫୦
ଗାର୍ଗୀ ଶତପଥୀ ସମ୍ବଲପୁର: ୨୦ ବର୍ଷରୁ ଅଧିକ ସମୟ ହେଲା ସମ୍ବଲପୁରଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ କିଡ୍ନି ରୋଗ ପ୍ରବଣ ହୋଇସାରିଛି। ରେଢ଼ାଖୋଲ ଏନ୍ଏସି ଅନ୍ତର୍ଗତ କୁହି, ପୋଡ଼ାବଲଣ୍ଡା, ପୁରୁଣାଗ଼ଡ଼, ବଂଶାଜାଲ…
Read More » -
Paddy: ଝରିଗାଁରେ ଆଜିଡୁ ଧାନ ମଣ୍ଡି ଆରମ୍ଭ; ଟୋକନ୍ ଆସିଲା ଟାର୍ଗେଟ୍ ନାହିଁ
ଝରିଗାଁ (ରମେଶ ପଟ୍ଟନାୟକ):ନବରଙ୍ଗପୁରଜିଲ୍ଲା ଝରିଗାଁ ବ୍ଲକରେ ବୁଧବାର ଠାରୁ ପ୍ରଶାସନ ପକ୍ଷରୁ ମଣ୍ଡି ଖଳିବା ପାଇଁ ନିଷ୍ପତ୍ତି ନିଆଯାଇଛି।ପର୍ଯ୍ୟାୟ କ୍ରମେ ଚଚା ମଣ୍ଡି ସହ ଚାଟିଗୁଡ଼ା, ବେଲଗାଁ, ଧୋଡ୍ରା,…
Read More » -
Naveen Patnaik: ଆଇନଶୃଙ୍ଖଳା କେତେ ଆଉ ବିପର୍ଯ୍ୟସ୍ତ ହେଲେ ସରକାର ସଜାଗ ହେବେ?
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଛାତି ଉପରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହଁ ଖୋଲିଛନ୍ତି। ଏହି ଘଟଣାକୁ ଅତ୍ୟନ୍ତ ସ୍ପର୍ଶକାତର ଏବଂ ବିଚଳିତ କରିଦେବା ପରି…
Read More » -
ବିଚ୍ ରାସ୍ତାରେ ହାଣିଲେ, ଯୁବକ ମେଡିକାଲରେ ଭର୍ତ୍ତି
କଟକ ୧୬।୧୨ : ବିଚ୍ ରାସ୍ତାରେ ହାଣିଲେ । କଟକ ସଦର ଥାନା ସାସୋଳରେ ଜଣେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୃର୍ବୁତ୍ତ। ଆକ୍ରମଣର ଶିକାର ହୋଇଥିବା…
Read More » -
ଓଡ଼ିଶା ଫାର୍ମା ସମିଟ୍ ଉଦଘାଟିତ, ଫାର୍ମା କମ୍ପାନୀ ମୁଖ୍ୟଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର ୧୬।୧୨: ପ୍ରଥମ ଓଡ଼ିଶା ଫାର୍ମା ସମ୍ମିଳନୀ ଉଦଘାଟିତ ହୋଇଯାଇଛି । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶିଳ୍ପ ଓ ଦକ୍ଷତା ବିକାଶ…
Read More »