ଅପରାଧ
-
Grandfather Dies: ନାତୁଣୀକୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲେ ଅଜା, ବିଦ୍ୟୁତ୍ ଆଘାତରେ ନାତୁଣୀ ଗୁରୁତର
ଆଠମଲ୍ଲିକ: ଅନୁଗୁଳଜିଲ୍ଲାରଆଠମଲ୍ଲିକବ୍ଲକ୍ପାଇକସାହିରେଘଟିଥିବାଏକଦୁଃଖଦଘଟଣାରେସମଗ୍ରଅଞ୍ଚଳଶୋକାକୁଳହୋଇପଡ଼ିଛି।କରେଣ୍ଟଲାଗିଜଣେବୃଦ୍ଧଙ୍କମୃତ୍ୟୁଘଟିଥିବାବେଳେତାଙ୍କରନାତୁଣୀଗୁରୁତରଅବସ୍ଥାରେଚିକିତ୍ସିତହେଉଛନ୍ତି।ମୃତକହେଲେ୭୦ବର୍ଷୀୟରତ୍ନାକରସାହୁ।ସୂଚନାଅନୁସାରେ, ଆଜିସକାଳୁଘରେଲୁଗାଶୁଖାଉଥିବାବେଳେତାଙ୍କନାତୁଣୀ ତୁଳସୀସାହୁହଠାତ୍ସର୍ଭିସତାରସଂସ୍ପର୍ଶରେଆସିକରେଣ୍ଟଯୋଗୁଁ ଆଘାତ ଖାଇଥିଲେ। ଡାକ୍ତରରତ୍ନାକରସାହୁଙ୍କୁମୃତଘୋଷଣାକରିଥିଲେ ନାତୁଣୀଙ୍କୁବଞ୍ଚାଇବାପାଇଁଅଜାରତ୍ନାକରସାହୁତୁରନ୍ତଘଟଣାସ୍ଥଳକୁଧାଇଁଯାଇତାଙ୍କୁଭିଡ଼ିଆଣିବାକୁଚେଷ୍ଟା କରିଥିଲେ।କିନ୍ତୁଏହିଚେଷ୍ଟାସମୟରେସେନିଜେମଧ୍ୟବିଦ୍ୟୁତ୍କବଜାକୁଆସିଯାଇଥିଲେ।ଘଟଣାପରେପରିବାରଲୋକେଦୁହିଙ୍କୁତୁରନ୍ତଅନୁଗୁଳଜିଲ୍ଲାମୁଖ୍ୟଚିକିତ୍ସାଳୟକୁନେଇଯାଇଥିଲେ।ସେଠାରେଡାକ୍ତରରତ୍ନାକରସାହୁଙ୍କୁମୃତଘୋଷଣାକରିଥିଲେଏବଂତୁଳସୀସାହୁଙ୍କଅବସ୍ଥାଗୁରୁତରଥିବାରୁତାଙ୍କରଚିକିତ୍ସାଚାଲିଛି।ଏହିଦୁଃଖଦଘଟଣାପରେଗାଁରେଶୋକରଛାୟାଖେଳିଯାଇଛି। ସୌଜନ୍ୟ ସମ୍ବାଦ
Read More » -
Encounter In Jharsuguda: ଝାରସୁଗୁଡ଼ାରେ ଏନକାଉଣ୍ଟର, ଦୁଇ କୁଖ୍ୟାତ ଅପରାଧୀ ଆହତ
ଝାରସୁଗୁଡ଼ା: ଗତକାଲି ବିଳମ୍ବିତ ରାତିରେ ବେଲପାହାଡ ଥାନା କରଲାଖମନ ନିକଟରେ ପୁଲିସ ସହ ଦୁଇ କୁଖ୍ୟାତ ଅପରାଧୀଙ୍କ ମଧ୍ଯରେ ଏନକାଉଣ୍ଟର ହେଇଛି। ଏଥିରେ ବାବୁ ବନଛୋର ଏବଂ ଚାନ୍ଦ ବନଛୋର…
Read More » -
Balianta brutality: ବାଲିଅନ୍ତା ବର୍ବରତା: କ୍ରାଇମବ୍ରାଞ୍ଚ ହାତରେ ୧୬ ଅଭିଯୁକ୍ତଙ୍କ ତାଲିକା, ୮ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା
କଟକ: ବାଲିଅନ୍ତାରେ ଘଟିଥିବା ଜିଆର୍ପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ୧୬ ଜଣ ଅଭିଯୁକ୍ତଙ୍କ ତାଲିକା ପ୍ରସ୍ତୁତ କରିଛି। ଏହି ଘଟଣାରେ ଏ ପର୍ଯ୍ୟନ୍ତ ୧୨ ଜଣଙ୍କୁ…
Read More » -
Murder: ହତ୍ୟାକାଣ୍ଡ ନେଇ ଚାଞ୍ଚଲ୍ୟ; ଖଣ୍ଡପଡ଼ାରେ ମାରିଲେ, ଗଣିଆରେ ଜାଳିଦେଲେ!
ନୟାଗଡ଼ (ସନ୍ଦୀପ ଲେଙ୍କା):ନୟାଗଡ଼ଜିଲ୍ଲା ପୁଲିସକୁ ସତେ ଯେମିତି ଶନି ଦଶା ପଡ଼ିଛି। ସୋମବାର ଗୋଟିଏ ଦିନରେ ଜିଲ୍ଲାର ଦୁଇଟି ବଡ଼ବଡ଼ ହତ୍ୟାକାଣ୍ଡ ଘଟଣା ଦେଖିବାକୁ ମିଳିଛି। ଓଡ଼ଗାଁରେ ସକାଳୁ…
Read More » -
ପାର୍କିଂ ବିବାଦକୁ ନେଇ ପଡୋଶୀଙ୍କ ଉପରେ ରାଗ ସୁଝାଇଲେ, କାର୍ ବାଡେଇ ଚୁନା କଲେ
ଭୁବନେଶ୍ବର ୧୨/୦୫: ପୋଲିସ ବାବୁଙ୍କ ଦବଙ୍ଗଗିରି । ପାର୍କିଂ ବିବାଦକୁ ନେଇ ପଡୋଶୀଙ୍କ ଉପରେ ସୁଝାଇଲେ ରାଗ ।ନିଜ କାର ପାର୍କିଂ କରିବାକୁ ଜାଗା ନହେବାରୁ ଅନ୍ୟ ଗାଡିକୁ…
Read More » -
ଯୁବତୀଙ୍କୁ ଅସଦାଚରଣ ଉଦ୍ୟମ, ଯୁବକଙ୍କୁ ଗଛରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ
ଉଦଳା: ରାତିରେ ଗ୍ରାମରେ ପଶି ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡ଼ିଲା ମହଙ୍ଗା। ଯୁବକଙ୍କୁ ଗଛରେ ବାନ୍ଧି ଗ୍ରାମବାସୀ ଦେଲେ ଉତ୍ତମ ମଧ୍ୟମ। ଉଦଳା ଥାନା ପାଟଶାଣିପୁର ପଞ୍ଚାୟତ…
Read More » -
Accused Swallows Key: ୧୦କିଲୋର କଦଳୀ ଖୁଆଇ ଅଭିଯୁକ୍ତ ପେଟରୁ ଲକର ଚାବି ବାହାର କଲା ପୁଲିସ
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ସମଗ୍ର ଦେଶରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି। ଏକ ନାବାଳିକା ନିଖୋଜ ଓ ଚୋରି ମାମଲାର ତଦନ୍ତ ସମୟରେ ଜଣେ ଅଭିଯୁକ୍ତ ପୁଲିସ ଷ୍ଟେସନରେ…
Read More » -
Violence: ହୁଗଳିରେ ଟିଏମସି ନେତା ସହଦେବ ବାଗଙ୍କୁ ହତ୍ୟା, ଖେଜୁରିରେ ବହୁ ଦୋକାନ ପୋଡ଼ି
କୋଲକାତା: ନୂଆ ସରକାର ଗଠନ ପରେ ମଧ୍ୟ ପଶ୍ଚିମବଙ୍ଗରେ ହିଂସା ଥମିବାର ନା ଧରୁନି। ରାଜ୍ୟର ବିଭିନ୍ନ ସ୍ଥାନରୁ ହିଂସା ଏବଂ ରକ୍ତପାତର ଖବର ସମସ୍ତଙ୍କୁ ଚକିତ କରିଛି। ରାଜନୈତିକ…
Read More » -
Crime Branch DG on Balianta Case : ଏବେ ଯାଏଁ ଭିଡ଼ ହିଂସାର ତଥ୍ୟ ମିଳିନି, ପ୍ରମାଣ ମିଳିଲେ ଅଭିଯୁକ୍ତ ଉପରେ ଦଫା ଲାଗିବ…
ଭୁବନେଶ୍ୱର ୧୧।୦୫ : ବାଲିଅନ୍ତା ସୌମରଞ୍ଜନ ସ୍ୱାଇଁ ହତ୍ୟା ଘଟଣା । ମାମଲାରେ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ । ୨ୟ ଦିନରେ କ୍ରାଇମବ୍ରାଞ୍ଚ ଟିମ୍ ଘଟଣାସ୍ଥଳକୁ…
Read More » -
ସୀମା ଟପିଲା ବର୍ୱରତା: ପୋଲିସ ସମ୍ମୁଖରେ ଯୁବକଙ୍କୁ ପିଟିପିଟି ମାରିଦେଲେ
ବାଲିଅନ୍ତା,୭।୫(ନୀଳମାଧବ ସାହୁ): ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିଅନ୍ତାରେ ଏକ ବର୍ୱରକାଣ୍ଡ ସାମ୍ନାକୁ ଆସିଛି। ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ବ୍ରିଜ ନିକଟରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। କେତେଜଣ…
Read More »