ରାଜ୍ୟ
Coconut Cultivation: ନଡ଼ିଆ ଚାରାରୋପଣ ପାଇଁ ସହାୟତା
ନଡ଼ିଆ ବିକାଶ ବୋର୍ଡ ପକ୍ଷରୁ ନୂଆ ଅଞ୍ଚଳରେ ନଡ଼ିଆ ଚାଷ ନିମନ୍ତେ ଚାରା ରୋପଣ ସହାୟତା ଦିଆଯାଉଛି। ଏଥିପାଇଁ ଚାଷୀ ଓ ବିଭିନ୍ନ ଅନୁଷ୍ଠାନମାନଙ୍କଠାରୁ ଆବେଦନ ଆହ୍ବାନ କରାଯାଇଛି। ଅତିକମ୍ରେ ୫ଟି ଚାରାରୋପଣ ପାଇଁ ଯେଉଁ ଚାଷୀମାନଙ୍କ ନିଜସ୍ବ ଜମି ଥିବ ସେମାନେ ଏହାଦ୍ବାରା ଉପକୃତ ହେବେ।

ଭୁବନେଶ୍ବର: ନଡ଼ିଆ ବିକାଶ ବୋର୍ଡ ପକ୍ଷରୁ ନୂଆ ଅଞ୍ଚଳରେ ନଡ଼ିଆ ଚାଷ ନିମନ୍ତେ ଚାରା ରୋପଣ ସହାୟତା ଦିଆଯାଉଛି। ଏଥିପାଇଁ ଚାଷୀ ଓ ବିଭିନ୍ନ ଅନୁଷ୍ଠାନମାନଙ୍କଠାରୁ ଆବେଦନ ଆହ୍ବାନ କରାଯାଇଛି। ଅତିକମ୍ରେ ୫ଟି ଚାରାରୋପଣ ପାଇଁ ଯେଉଁ ଚାଷୀମାନଙ୍କ ନିଜସ୍ବ ଜମି ଥିବ ସେମାନେ ଏହାଦ୍ବାରା ଉପକୃତ ହେବେ।
ସୌଜନ୍ୟ ସମ୍ବାଦ




