ଖେଳ
Death: ଡବ୍ଲ୍ୟୁଡବ୍ଲ୍ୟୁଇ କୁସ୍ତିଯୋଦ୍ଧା ବ୍ରନସନ ରିଡ୍ଙ୍କ ମୃତ୍ୟୁ
ବ୍ରନସନ ରିଡ୍ ନାମରେ ପରିଚିତ ବିଶ୍ୱ କୁସ୍ତି ମନୋରଞ୍ଜନ (ଡବ୍ଲ୍ୟୁଡବ୍ଲ୍ୟୁଇ)ର ଲୋକପ୍ରିୟ କୁସ୍ତିଯୋଦ୍ଧା ଜର୍ମେନ ହେଲିଙ୍କର ୩୮ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଶନିବାର ଡବ୍ଲ୍ୟୁଡବ୍ଲ୍ୟୁଇ ସୋସିଆଲ ମିଡିଆରେ ଏକ ବିବୃତି ଜାରି କରି ତାଙ୍କ ମୃତ୍ୟୁ ଖବର ଦେଇଛି।

ନ୍ୟୁୟର୍କ: ବ୍ରନସନ ରିଡ୍ ନାମରେ ପରିଚିତ ବିଶ୍ୱ କୁସ୍ତି ମନୋରଞ୍ଜନ (ଡବ୍ଲ୍ୟୁଡବ୍ଲ୍ୟୁଇ)ର ଲୋକପ୍ରିୟ କୁସ୍ତିଯୋଦ୍ଧା ଜର୍ମେନ ହେଲିଙ୍କର ୩୮ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଶନିବାର ଡବ୍ଲ୍ୟୁଡବ୍ଲ୍ୟୁଇ ସୋସିଆଲ ମିଡିଆରେ ଏକ ବିବୃତି ଜାରି କରି ତାଙ୍କ ମୃତ୍ୟୁ ଖବର ଦେଇଛି। ସ୍ବାସ୍ଥ୍ୟଗତ ଜଟିଳତା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା କମ୍ପାନୀ କହିଛି। ସାଉଦି ଆରବରେ ଅନୁଷ୍ଠିତ କ୍ରାଉନ୍ ଜୁଏଲ୍ ପ୍ରତିଯୋଗିତାରେ ତାଙ୍କର ଶେଷ ମ୍ୟାଚ୍ ଥିଲା।
ସୌଜନ୍ୟ ସମ୍ବାଦ




