ତିରୁଅନନ୍ତପୁରମ୍: କେରଳ ବିଧାନସଭା ନିର୍ବାଚନ ପାଇଁ ବିଜେପି ଦ୍ବିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି, ଯାହାଫଳରେ ପ୍ରାର୍ଥୀଙ୍କ ମୋଟ ସଂଖ୍ୟା ୮୬କୁ ବୃଦ୍ଧି ପାଇଛି। ଦ୍ୱିତୀୟ ତାଲିକାରେ ପୂର୍ବତନ ରାଜ୍ୟପାଳ ତଥା ବିଜେପି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ କୁମ୍ମାନମ୍ ରାଜଶେଖରନ୍ ଅଛନ୍ତି, ଯିଏ ଆରାନମୁଲାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ନିକଟରେ ବିଜେପିରେ ଯୋଗ ଦେଇଥିବା ପୂର୍ବତନ ସିପିଆଇ ବିଧାୟକ ସିସି ମୁକୁନ୍ଦନ ନାଟ୍ଟିକାରେ ଗେରୁଆ ଦଳର ପ୍ରାର୍ଥୀ ଅଛନ୍ତି।
କୋଡୁଙ୍ଗାଲୁର ଆସନରୁ ବାଦ୍ ପଡ଼ିବା ପରେ ଅସନ୍ତୋଷ ପ୍ରକାଶ କରିଥିବା ବିଜେପି ରାଜ୍ୟ ଉପସଭାପତି ବି ଗୋପାଳକ୍ରିଷ୍ଣନଙ୍କୁ ଗୁରୁବାୟୁରରୁ ପ୍ରାର୍ଥୀ କରାଯାଇଛି। ରିଆଲିଟି ସୋ ତାରକା ରବିନ୍ ରାଧାକ୍ରିଷ୍ଣନଙ୍କୁ କୁନ୍ଦ୍ରାରେ ପ୍ରାର୍ଥୀ କରାଯିବ। ମଞ୍ଜେଶ୍ୱରରୁ ପୂର୍ବତନ ରାଜ୍ୟ ସଭାପତି କେ ସୁରେନ୍ଦ୍ରନଙ୍କ ପ୍ରାର୍ଥିତ୍ୱକୁ ନେଇ ଅସହମତି ପ୍ରକାଶ କରିଥିବା
ସୌଜନ୍ୟ ସମ୍ବାଦ
