Financial power: ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ କ୍ଷମତା ୧୦୦ କୋଟିକୁ ବଢ଼ିଲା

ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ, ଜିଲ୍ଲାପାଳ ଓ ଅନ୍ୟ ଗୁରୁତ୍ବପୂର୍ଣ୍ଣ ପଦାଧିକାରୀମାନଙ୍କ ଆର୍ଥିକ କ୍ଷମତା ବଢ଼ାଇଛନ୍ତି। ମୁଖମନ୍ତ୍ରୀଙ୍କ ଆର୍ଥିକ କ୍ଷମତାକୁ ୧୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ପ୍ରସ୍ତାବ ୧୦୦ କୋଟି ଟଙ୍କା ଟପିଲେ କ୍ୟାବିନେଟ୍‌...

ଭୁବନେଶ୍ବର: ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ, ଜିଲ୍ଲାପାଳ ଓ ଅନ୍ୟ ଗୁରୁତ୍ବପୂର୍ଣ୍ଣ ପଦାଧିକାରୀମାନଙ୍କ ଆର୍ଥିକ କ୍ଷମତା ବଢ଼ାଇଛନ୍ତି। ମୁଖମନ୍ତ୍ରୀଙ୍କ ଆର୍ଥିକ କ୍ଷମତାକୁ ୧୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ପ୍ରସ୍ତାବ ୧୦୦ କୋଟି ଟଙ୍କା ଟପିଲେ କ୍ୟାବିନେଟ୍‌ ଅନୁମୋଦନ ଆବଶ୍ୟକ ହେବ। ମନ୍ତ୍ରୀମାନଙ୍କୁ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀ କ୍ରୟ ନିଷ୍ପତ୍ତି ନେବା କ୍ଷମତା ଦିଆଯାଇଛି। ଏନେଇ ଆର୍ଥିକ କ୍ଷମତା ନିୟମାବଳୀ ୧୯୭୮ରେ ସଂଶୋଧନ କରାଯାଇଛି। ସେହି ସଂଶୋଧନ ତତ୍କାଳ ଲାଗୁ କରାଯାଇଛି।

 

 

 

 

ସୌଜନ୍ୟ ସମ୍ବାଦ

Exit mobile version