ରାଜ୍ୟ
Heavy rain: କେ ଆର ଲାଇନରେ ମାଟି ଧସିଲା, ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ
୩ଦିନ ଧରି ଲଗାଣ ବର୍ଷାରେ ପାହାଡ଼ ଧସି କୋରାପୁଟ ରାୟଗଡ଼ା କେ ଆର ଲାଇନ ଅବରୋଧ ହୋଇଥିବା ଜଣାପଡ଼ିଛି। ଭୂସ୍ଖଳନ ଘଟି ଲେଲ୍ଲିଗୁମା ଓ ରାଉଳି ଷ୍ଟେସନ୍ ମଧ୍ୟରେ ଥିବା ଟନେଲ୍ ନମ୍ବର ୩ନିକଟରେ ରେଳ ଧାରଣା ଉପରେ...

ରାୟଗଡ଼ା (ଶିବ ପ୍ରସାଦ ଦୋରା): ୩ଦିନ ଧରି ଲଗାଣ ବର୍ଷାରେ ପାହାଡ଼ ଧସି କୋରାପୁଟ ରାୟଗଡ଼ା କେ ଆର ଲାଇନ ଅବରୋଧ ହୋଇଥିବା ଜଣାପଡ଼ିଛି। ଭୂସ୍ଖଳନ ଘଟି ଲେଲ୍ଲିଗୁମା ଓ ରାଉଳି ଷ୍ଟେସନ୍ ମଧ୍ୟରେ ଥିବା ଟନେଲ୍ ନମ୍ବର ୩ନିକଟରେ ରେଳ ଧାରଣା ଉପରେ ମାଟି ଅତଡ଼ା ଖସିଯାଇଥିଲା। ଫଳରେ କୋରାପୁଟ– ରାୟଗଡ଼ା (କେଆର୍) ରେଳପଥରେ ଟ୍ରେନ ଚଳାଚଳ ପ୍ରାୟ ୩ଘଣ୍ଟା ଧରି ବାଧାପ୍ରପ୍ତ ହୋଇଥିଲା।
ସୌଜନ୍ୟ ସମ୍ବାଦ




