ରାଜ୍ୟ

Indravati reservoir: ୦.୪୧ମିଟର ବଢ଼ିଲେ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଖୋଲିବ ଅଧିକ ଗେଟ୍‌

ଇନ୍ଦ୍ରାବତୀ ଜଳଭଣ୍ଡାରରେ ବଢୁଛି ଜଳସ୍ତର। ବିପଦ ସଂକେତ ନିକଟତର ହେବା ପରେ ୩୧ତାରିଖରୁ ହିଁ ଗେଟ୍ ଖୋଲିବାକୁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଛି ଡ୍ୟାମ୍ କର୍ତ୍ତୃପକ୍ଷ। ଗତ ୧୫ଦିନ ହେବ ଅଚାନକ ଭାବେ ବର୍ଷା ବଢ଼ିବା ପରେ ଇନ୍ଦ୍ରାବତୀ...

ନବରଙ୍ଗପୁର (ସୁରେଶ ନାଇଡୁ):ଇନ୍ଦ୍ରାବତୀ ଜଳଭଣ୍ଡାରରେ ବଢୁଛି ଜଳସ୍ତର। ବିପଦ ସଂକେତ ନିକଟତର ହେବା ପରେ ୩୧ତାରିଖରୁ ହିଁ ଗେଟ୍ ଖୋଲିବାକୁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଛି ଡ୍ୟାମ୍ କର୍ତ୍ତୃପକ୍ଷ। ଗତ ୧୫ଦିନ ହେବ ଅଚାନକ ଭାବେ ବର୍ଷା ବଢ଼ିବା ପରେ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ୬୪୦ ମିଟର ପହଚିଂବା ପରେ ମକ ଡ୍ରିଲ୍ କରିବା ସହ ଗୋଟିଏ ଗେଟ୍ ୪୦ମିନିଟ ଖୋଲା ରହିଥିଲା। ଶୁକ୍ରବାର ୬୪୦.୦୯ ମିଟରରେ ଜଳସ୍ତର ପହଚିଂଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button