Iran Mosaic: ଆଇଆରଜିସିର ରଣନୈତିକ ଅଧ୍ୟୟନ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକଙ୍କ ମୋଜେକ ପ୍ରତିରକ୍ଷା ଶୈଳୀ ଚର୍ଚ୍ଚାରେ

ଆମେରିକା-ଇସ୍ରାଏଲ ପକ୍ଷରୁ ଫେବ୍ରୁଆରି ୨୮ରେ ଇରାନ ଉପରେ ଆକ୍ରମଣ ହୋଇଥିଲା। ଆକ୍ରମଣରେ ଇରାନ ସର୍ବୋଚ୍ଚ ନେତା ଆୟା‌‌ତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ହୋଇଥିଲା।

ତେହେରାନ: ଆମେରିକା-ଇସ୍ରାଏଲ ପକ୍ଷରୁ ଫେବ୍ରୁଆରି ୨୮ରେ ଇରାନ ଉପରେ ଆକ୍ରମଣ ହୋଇଥିଲା। ଆକ୍ରମଣରେ ଇରାନ ସର୍ବୋଚ୍ଚ ନେତା ଆୟା‌‌ତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ଆଇଆରଜିସିର ଅନେକ ଶୀର୍ଷ ଜେନେରାଲ ମଧ୍ୟ ପ୍ରାଣ ହରାଇଥିଲେ। ତେବେ ଏହି ଘଟଣା ୨୦୦୩ ମସିହାର ଇରାକ ଆକ୍ରମଣ ଘଟଣାକୁ ମନେ ପକାଇ ଦେଇଛି। ୨୦୦୩ରେ ଆମେରିକା ମାତ୍ର ଅଳ୍ପ ସମୟ ମଧ୍ୟରେ ସଦ୍ଦାମ ହୁସେନଙ୍କ ସୈନ୍ୟ ଢାଞ୍ଚାକୁ ପୂରା ନଷ୍ଟ କରିଦେଇଥିଲା।

Exit mobile version