ଓଡିଶା

President Village: ପାହାଡପୁର, ହାଟବାଦଡ଼ା ପରିଦର୍ଶନ କଲେ ରାଜ୍ୟ ଅର୍ଥ କମିସନର

ମୟୂରଭଞ୍ଜ ଜିଲ୍ଲା କୁସୁମୀବ୍ଲକ ବ୍ଲକ ପାହାଡପୁରସ୍ଥ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗ୍ରାମ ଓ ହାଟବାଦଡା ଗ୍ରାମପଞ୍ଚାୟତ କାର୍ଯ୍ୟଳୟକୁ ରାଜ୍ୟ ଅର୍ଥ ଆୟୋଗ ଡକ୍ଟର ଅରୁଣ କୁମାର ପଣ୍ଡାଙ୍କ ସମେତ ତାଙ୍କ ୫ ଜଣିଆ ଟିମ୍ ରେ ପ୍ରଫେସର୍ ଅସିତ୍ ରଞ୍ଜନ ମହାନ୍ତି, ପ୍ରଫେସର୍ ଅମରେଶ ସାମନ୍ତରାୟ, ଡ. ବିଭୁ ପ୍ରସାଦ ନାୟକ, ପ୍ରଦୀପ୍ତ କୁମାର ବିଶ୍ବାଳ ପ୍ରମୁଖ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *

Back to top button