ଦେଶ ବିଦେଶ

Naxal row: କଂଗ୍ରେସ ‘ମାଓବାଦୀ ଦଳ’ରେ ପରିଣତ ହେଉଛି: କିରଣ ରିଜିଜୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଦିମାଗୀ ନକ୍ସଲ’ ମନ୍ତବ୍ୟକୁ ନେଇ ରାଜନୈତିକ ବିବାଦ ମଧ୍ୟରେ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ। ମଙ୍ଗଳବାର ସେ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଏବେ ‘ମାଓବାଦୀ ଓ ନକ୍ସଲଙ୍କ ଦଳ’...

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଦିମାଗୀ ନକ୍ସଲ’ ମନ୍ତବ୍ୟକୁ ନେଇ ରାଜନୈତିକ ବିବାଦ ମଧ୍ୟରେ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ। ମଙ୍ଗଳବାର ସେ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଏବେ ‘ମାଓବାଦୀ ଓ ନକ୍ସଲଙ୍କ ଦଳ’ ଭଳି ହେବାକୁ ଯାଉଛି। ତେବେ ମୋଦୀଙ୍କ ‘ଦିମାଗୀ ନକ୍ସଲ’ ମନ୍ତବ୍ୟ କୌଣସି ନିର୍ଦ୍ଦିଷ୍ଟ ବିରୋଧୀ ଦଳକୁ ଲକ୍ଷ୍ୟ କରି ଦିଆଯାଇନଥିଲା ବୋଲି ରିଜିଜୁ ସ୍ପଷ୍ଟ କରିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button