ମେଡିସିନ କମ୍ପାନୀର ମ୍ୟାନେଜରଙ୍କୁ ଛୁରି ଭୁସି ହତ୍ୟା ଅଭିଯୋଗ। ରାଉରକେଲା ରଘୁନାଥପାଲି ଥାନା ସିଭିଲ୍ ଟାଉନସିପ୍ ଅଞ୍ଚଳରେ ଘଟିଛି ହତ୍ୟାକାଣ୍ଡ। କେହି ଦୁର୍ବୃତ୍ତ ହତ୍ୟା କରି ଫେରାର୍ ହୋଇଯାଇଥିବା ଅଭିଯୋଗ ହୋଇଛି।
Stabbed To Death: ମ୍ୟାନେଜରଙ୍କୁ ଛୁରି ଭୁସି ହତ୍ୟା; ଫେରାର୍ ଦୁର୍ବୃତ୍ତ, ଛାନଭିନ ଜାରି
ମେଡିସିନ କମ୍ପାନୀର ମ୍ୟାନେଜରଙ୍କୁ ଛୁରି ଭୁସି ହତ୍ୟା। ରଘୁନାଥପାଲି ଥାନା ସିଭିଲ୍ ଟାଉନସିପ୍ ଅଞ୍ଚଳରେ ହତ୍ୟାକାଣ୍ଡ। କେହି ଦୁର୍ବୃତ୍ତ ହତ୍ୟା କରି ଫେରାର୍। ଘଟଣାସ୍ଥଳରେ ପୋଲିସର ତଦନ୍ତ।
