ରାଜ୍ୟ
Tiger: ଆଖି ସାମନାରେ ଶିକାର କଲା ମହାବଳ: ବାଘ ଦେଖି ରୋମାଞ୍ଚିତ ୪୦ ପର୍ଯ୍ୟଟକ, ଡେବ୍ରିଗଡ଼ ଜଙ୍ଗଲରେ ସୁରକ୍ଷା କଡ଼ାକଡ଼ି
‘ଅପରାହ୍ଣ ପ୍ରାୟ ୪ଟା ୩୦। ଜଙ୍ଗଲ ସଫାରିରୁ ଫେରୁଥିଲୁ। ଆଗ ସିଟ୍ରେ ମୁଁ ଏବଂ ପଛ ସିଟ୍ରେ ସ୍ତ୍ରୀ, ଦେଢ଼ବର୍ଷର ଝିଅ ଏବଂ ସାତ ବର୍ଷର ପୁଅ ଥିଲେ। ମହାବଳ ବାଘ କେଉଁଠି ଅଛି ବୋଲି ସଫାରି ଗାଡ଼ି ଚାଳକଙ୍କୁ ପଚାରିବାବେଳକୁ ହିଁ ଅଚାନକ ତା ଉପରେ ଆଖି ପଡ଼ିଗଲା।

ସମ୍ବଲପୁର: ‘ଅପରାହ୍ଣ ପ୍ରାୟ ୪ଟା ୩୦। ଜଙ୍ଗଲ ସଫାରିରୁ ଫେରୁଥିଲୁ। ଆଗ ସିଟ୍ରେ ମୁଁ ଏବଂ ପଛ ସିଟ୍ରେ ସ୍ତ୍ରୀ, ଦେଢ଼ବର୍ଷର ଝିଅ ଏବଂ ସାତ ବର୍ଷର ପୁଅ ଥିଲେ। ମହାବଳ ବାଘ କେଉଁଠି ଅଛି ବୋଲି ସଫାରି ଗାଡ଼ି ଚାଳକଙ୍କୁ ପଚାରିବାବେଳକୁ ହିଁ ଅଚାନକ ତା ଉପରେ ଆଖି ପଡ଼ିଗଲା।
ସୌଜନ୍ୟ ସମ୍ବାଦ




