ଓଡିଶାଜିଲ୍ଲା

Kiran Bedi: ମହିଳା ଉଦ୍ୟୋଗୀ, ପେସାଦାରଙ୍କୁ ପ୍ରେତ୍ସାହିତ କଲେ କିରଣ ବେଦୀ

ପୁଡୁଚେରୀର ପୂର୍ବତନ ଉପରାଜ୍ୟପାଳ ଡକ୍ଟର କିରଣ ବେଦୀ ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା ପ୍ଲାଣ୍ଟ ଗସ୍ତ କରିଛନ୍ତି। ସାର୍ବଜନୀନ ସଂସ୍କାର ଓ ସାମାଜିକ ନ୍ୟାୟର ଜଣେ ପ୍ରସିଦ୍ଧ ପ୍ରଚାରକ ଭାବେ ପରିଚିତ ଡ଼ଃ ବେଦୀ, କମ୍ପାନିର ମହିଳା ଦିବସ ପାଳନର ଅବସରରେ...

ଝାରସୁଗୁଡ଼ା: ପୁଡୁଚେରୀର ପୂର୍ବତନ ଉପରାଜ୍ୟପାଳ ଡକ୍ଟର କିରଣ ବେଦୀ ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା ପ୍ଲାଣ୍ଟ ଗସ୍ତ କରିଛନ୍ତି। ସାର୍ବଜନୀନ ସଂସ୍କାର ଓ ସାମାଜିକ ନ୍ୟାୟର ଜଣେ ପ୍ରସିଦ୍ଧ ପ୍ରଚାରକ ଭାବେ ପରିଚିତ ଡ଼ଃ ବେଦୀ, କମ୍ପାନିର ମହିଳା ଦିବସ ପାଳନର ଅବସରରେ ଆୟୋଜିତ ଏକ ବିଶେଷ ଟାଉନହଲ୍ ବୈଠକରେ ୧୦୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କରିଥିଲେ। ଏହାସହିତ, ସେ କମ୍ପାନୀର କର୍ମଚାରୀ ଓ ମହିଳା ଉଦ୍ୟୋଗୀ ଓ ପେସାଦାରମାନଙ୍କ ସହିତ ସମୟ ବିତାଇ, ସେମାନଙ୍କୁ ନେତୃତ୍ୱ, ସ୍ୱାବଳମ୍ବନ ଓ ସାମାଜିକ ଭୂମିକା ନେଇ ପ୍ରେତ୍ସାହିତ କରିଥିଲେ।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button