viral video: ନବାଜୁଦ୍ଦିନ ସିଦ୍ଦିକୀଙ୍କ ଝିଅ ଶୋରାଙ୍କ ଭିଡିଓ ଭାଇରାଲ, ସୋସିଆଲ ମିଡିଆରେ ଚର୍ଚ୍ଚା ଜୋରଦାର
ଭିଡିଓରେ ଶୋରାଙ୍କ ଆତ୍ମବିଶ୍ୱାସପୂର୍ଣ୍ଣ ଉପସ୍ଥିତି ଓ କ୍ୟାମେରା ସାମ୍ନାରେ ତାଙ୍କର ସ୍ୱାଭାବିକ ଅଭିନୟ ଦେଖି ଅନେକ ତାଙ୍କୁ ଭବିଷ୍ୟତର ଜଣେ ପ୍ରତିଭାବାନ ଅଭିନେତ୍ରୀ ବୋଲି କହୁଛନ୍ତି।

ମୁମ୍ବାଇ: ବଲିଉଡରଜଣାଶୁଣାଅଭିନେତାନବାଜୁଦ୍ଦିନ ସିଦ୍ଦିକୀଙ୍କ ଝିଅଶୋରାସିଦ୍ଦିକୀଏବେସୋସିଆଲମିଡିଆରେଚର୍ଚ୍ଚାରବିଷୟପାଲଟିଛନ୍ତି।ନିକଟରେତାଙ୍କରଏକଭିଡିଓଇଣ୍ଟରନେଟରେଭାଇରାଲହେବାପରେ ତାଙ୍କଲୁକ୍, ଅଭିବ୍ୟକ୍ତିଓଅଭିନୟଦକ୍ଷତାକୁନେଇବିଭିନ୍ନମତ ଉଠିଛି।ଭିଡିଓରେଶୋରାଙ୍କଆତ୍ମବିଶ୍ୱାସପୂର୍ଣ୍ଣଉପସ୍ଥିତିଓକ୍ୟାମେରାସାମ୍ନାରେତାଙ୍କରସ୍ୱାଭାବିକଅଭିନୟଦେଖିଅନେକତାଙ୍କୁଭବିଷ୍ୟତରଜଣେପ୍ରତିଭାବାନଅଭିନେତ୍ରୀବୋଲିକହୁଛନ୍ତି।ଭିଡିଓଭାଇରାଲହେବାପରେସୋସିଆଲମିଡିଆୟୁଜରମାନେଶୋରାଙ୍କତୁଳନାବଲିଉଡ୍ ଅଭିନେତ୍ରୀରାଧିକାଆପ୍ଟେଙ୍କସହକରିଛନ୍ତି।କେତେକୟୁଜରମନେକରୁଛନ୍ତିଯେଶୋରାଙ୍କଚେହେରାଓଅଭିନୟଶୈଳୀରେରାଧିକାଙ୍କସହକିଛିସମାନ ରହିଛି।ଆଉକେତେକଲୋକତାଙ୍କୁକୁମ୍ଭମେଳା ସମୟରେଭାଇରାଲହୋଇଥିବାମୋନାଲିସାଙ୍କସହମଧ୍ୟତୁଳନାକରିଛନ୍ତି।ଏହିତୁଳନାକୁନେଇସୋସିଆଲମିଡିଆରେଅନେକଚର୍ଚ୍ଚାଓପ୍ରତିକ୍ରିୟାଦେଖିବାକୁମିଳୁଛି।
ଶୋରାବର୍ତ୍ତମାନଅଭିନୟପ୍ରଶିକ୍ଷଣନେଉଛନ୍ତି
ଶୋରାପୂର୍ବରୁମଧ୍ୟନିଜରକିଛିଅଭିନୟଭିଡିଓମାଧ୍ୟମରେଲୋକଙ୍କଦୃଷ୍ଟିଆକର୍ଷଣକରିଥିଲେ।ତାଙ୍କଭିଡିଓଗୁଡ଼ିକରେଭାବପ୍ରବଣସଂଳାପଓଅଭିନୟଦକ୍ଷତାଦେଖିଅନେକେପ୍ରଶଂସାକରିଥିଲେ।ନବାଜୁଦ୍ଦିନସିଦ୍ଦିକୀମଧ୍ୟଅନେକସମୟରେଝିଅଙ୍କଅଭିନୟପ୍ରତିଆଗ୍ରହବିଷୟରେକହିଛନ୍ତିଏବଂସେଏହିକ୍ଷେତ୍ରରେକଠିନପରିଶ୍ରମକରୁଥିବାଉଲ୍ଲେଖକରିଛନ୍ତି।
ସୂଚନାଅନୁଯାୟୀ, ଶୋରାବର୍ତ୍ତମାନଅଭିନୟଓଅନ୍ୟାନ୍ୟସମ୍ବନ୍ଧିତପ୍ରଶିକ୍ଷଣନେଉଛନ୍ତି।ସେବଲିଉଡରେପଦାର୍ପଣପାଇଁନିଜକୁପ୍ରସ୍ତୁତକରୁଥିବାବେଳେତାଙ୍କରଏହିଭାଇରାଲଭିଡିଓଦର୍ଶକଙ୍କ ଆଗ୍ରହକୁଆହୁରିବଢ଼ାଇଦେଇଛି।ଯଦିଓତାଙ୍କରଡେବ୍ୟୁଫିଲ୍ମସମ୍ପର୍କରେଏପର୍ଯ୍ୟନ୍ତକୌଣସିଔପଚାରିକଘୋଷଣାହୋଇନାହିଁ, ତଥାପିସୋସିଆଲମିଡିଆରେମିଳୁଥିବାସକାରାତ୍ମକପ୍ରତିକ୍ରିୟାଦେଖିଅନେକେଆଶାକରୁଛନ୍ତିଯେଶୋରାଖୁବଶୀଘ୍ରବଡ଼ପରଦାରେନଜରଆସିପାରନ୍ତି।
ସୌଜନ୍ୟ ସମ୍ବାଦ




