ରାଜ୍ୟ

Voter List Irregularities: ଭୋଟର ତାଲିକାରେ ହେରଫେର: ଧାମନଗର ନିର୍ବାହୀ ଅଧିକାରୀ ନିଲମ୍ବିତ

ଧାମନଗରରେ ବିଏଲ୍‌ଓଙ୍କ ପରିଚୟପତ୍ର, କ୍ରେଡେନ୍ସିଆଲ୍ ଓ OTP ବ୍ୟବହାର କରି ଫର୍ମ-୭ ଦାଖଲ ଅଭିଯୋଗରେ ନିର୍ବାହୀ ଅଧିକାରୀ ନିଲମ୍ବିତ।

ବିଏଲ୍‌ଓଙ୍କ ପରିଚୟପତ୍ର, କ୍ରେଡେନ୍ସିଆଲ୍‌ ଓ ଓଟିପି ବ୍ୟବହାର କରି ଫର୍ମ-୭ ଦାଖଲ ଅଭିଯୋଗ; ଶୃଙ୍ଖଳାଗତ ତଦନ୍ତ ଆରମ୍ଭ

ଭଦ୍ରକଧାମନଗର ଏନ୍‌ଏସିରେ ଭୋଟର ତାଲିକା ସଂଶୋଧନକୁ ନେଇ ଉଠିଥିବା ବିବାଦ ଏବେ ନୂଆ ମୋଡ଼ ନେଇଛି। ଏସ୍‌ଆଇଆର୍‌ ପ୍ରକ୍ରିୟାରେ ବିଏଲ୍‌ଓଙ୍କ ପରିଚୟପତ୍ର, ଲଗ୍‌ଇନ୍‌ କ୍ରେଡେନ୍ସିଆଲ୍‌ ଓ OTPର ଅନଧିକୃତ ବ୍ୟବହାର କରି ଭୋଟର ତାଲିକାରୁ ନାମ ବାଦ ପାଇଁ ଫର୍ମ-୭ ଦାଖଲ ଓ ଅପଲୋଡ୍‌ କରାଯାଇଥିବା ଅଭିଯୋଗକୁ ନେଇ ଧାମନଗର ବିଜ୍ଞପିତ ଅଞ୍ଚଳ ପରିଷଦ (ଏନ୍‌ଏସି) କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଏଇଆର୍‌ଓ ସନ୍ତୋଷ କୁମାର ନାୟକଙ୍କ ବିରୋଧରେ ନିଲମ୍ବନ କାର୍ଯ୍ୟାନୁଷ୍ଠାନ ହୋଇଛି। ନିଲମ୍ବନ ସହ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି।

ଧାମନଗର ଏନ୍‌ଏସିରେ ଭୋଟର ତାଲିକା ସଂଶୋଧନକୁ ନେଇ ଉଠିଥିବା ବିବାଦ ଏବେ ନୂଆ ମୋଡ଼ ନେଇଛି। ଏସ୍‌ଆଇଆର୍‌ ପ୍ରକ୍ରିୟାରେ ବିଏଲ୍‌ଓଙ୍କ ପରିଚୟପତ୍ର, ଲଗ୍‌ଇନ୍‌ କ୍ରେଡେନ୍ସିଆଲ୍‌ ଓ OTPର ଅନଧିକୃତ ବ୍ୟବହାର କରି ଭୋଟର ତାଲିକାରୁ ନାମ ବାଦ ପାଇଁ ଫର୍ମ-୭ ଦାଖଲ ଓ ଅପଲୋଡ୍‌ କରାଯାଇଥିବା ଅଭିଯୋଗକୁ ନେଇ ଧାମନଗର ବିଜ୍ଞପିତ ଅଞ୍ଚଳ ପରିଷଦ (ଏନ୍‌ଏସି) କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଏଇଆର୍‌ଓ ସନ୍ତୋଷ କୁମାର ନାୟକଙ୍କ ବିରୋଧରେ ନିଲମ୍ବନ କାର୍ଯ୍ୟାନୁଷ୍ଠାନ ହୋଇଛି। ନିଲମ୍ବନ ସହ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button