ମନୋରଞ୍ଜନ
Welcome Director : ନାନା ପାଟେକରଙ୍କ ମୃତ୍ୟୁ ଖବର ପାଇ ଭାଙ୍ଗିପଡ଼ିଛନ୍ତି ‘ୱେଲକମ୍’ ନିର୍ଦ୍ଦେଶକ; କଥା ହେବା ପାଇଁ କରିଦେଇଛନ୍ତି ମନା
ବଲିଉଡ୍ର ବରିଷ୍ଠ ଅଭିନେତା ନାନା ପାଟେକରଙ୍କର ୭୫ ବର୍ଷ ବୟସରେ ଅକ୍ଟୋବର ୮ ତାରିଖରେ ପରାଲୋକ ହୋଇଛି। ଗୁରୁବାର ସକାଳେ ଏହି ଖବର ଆସିବା ପରେ ବଲିଉଡ୍ରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁ ପାଇବା ପରେ ଲୋକପ୍ରିୟ ସିନେମା ନିର୍ଦ୍ଦେଶକ ଅନୀସ ବଜ୍ମୀ ମଧ୍ୟ ଗଭୀର ଭାବେ ଭାଙ୍ଗିପଡ଼ିଛନ୍ତି।

ମୁମ୍ବାଇ: ବଲିଉଡ୍ର ବରିଷ୍ଠ ଅଭିନେତା ନାନା ପାଟେକରଙ୍କର ୭୫ ବର୍ଷ ବୟସରେ ଅକ୍ଟୋବର ୮ ତାରିଖରେ ପରାଲୋକ ହୋଇଛି। ଗୁରୁବାର ସକାଳେ ଏହି ଖବର ଆସିବା ପରେ ବଲିଉଡ୍ରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁ ଖବର ପାଇବା ପରେ ଲୋକପ୍ରିୟ ସିନେମା ନିର୍ଦ୍ଦେଶକ ଅନୀସ ବଜ୍ମୀ ମଧ୍ୟ ଗଭୀର ଭାବେ ଭାଙ୍ଗିପଡ଼ିଛନ୍ତି। ଅନୀସ ବଜ୍ମୀଙ୍କ ନିର୍ଦ୍ଦେଶିତ ‘ୱେଲକମ୍’ ଓ ‘ୱେଲକମ୍ ବ୍ୟାକ୍’ ଫିଲ୍ମରେ ନାନା ପାଟେକର ‘ଉଦୟ ଶେଟ୍ଟୀ’ ଭୂମିକାରେ ଅଭିନୟ କରିଥିଲେ।
ସୌଜନ୍ୟ ସମ୍ବାଦ




