ରାଶିଫଳ

Horoscope Today : ଏପ୍ରିଲ ୨୨ ତାରିଖ, ବୁଧବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମେଷ– ନୂତନ କାର୍ଯ୍ୟରେ ଆଗ୍ରହ ବଢ଼ିବ। ଆର୍ଥିକ ଦିଗରେ ଲାଭର ସମ୍ଭାବନା ରହିଛି। ପରିବାରରେ ସମ୍ମାନ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ସହଯୋଗ ମିଳିବ। ଯାତ୍ରା ସୁଫଳଦାୟକ ହେବ। ନୂତନ ପରିଚୟ ଉପକାରୀ ହେବ । ଅଟକିଥିବା କାମ ସମାପ୍ତ ହେବ ।

ବୃଷ– ଧନ ଆଗମନ ହେବାର ସମ୍ଭାବନା ଅଛି। କିଛି ଚିନ୍ତା ମନକୁ ଅଶାନ୍ତ କରିପାରେ। ସ୍ୱାସ୍ଥ୍ୟରେ ସାବଧାନ ରହନ୍ତୁ। ପାରିବାରିକ ବିବାଦ ହୋଇପାରେ । କାମରେ ଧୈର୍ଯ୍ୟ ଧରନ୍ତୁ। ଅପେକ୍ଷିତ ଖବର ମିଳିପାରେ। ପୁରୁଣା ଋଣ କମିପାରେ।

ମିଥୁ– ମନୋବଳ ବଢ଼ିବ ଓ କାମରେ ସଫଳତା ମିଳିବ। ବ୍ୟବସାୟରେ ଲାଭ ହେବ। ମିତ୍ରମାନଙ୍କ ସହ ମିଳନ ହେବ। ନୂତନ ଯୋଜନା ସଫଳ ହେବ । ଶିକ୍ଷାରେ ଉନ୍ନତି ଦେଖାଯିବ। ପ୍ରତିଷ୍ଠା ବଢ଼ିବ। ପ୍ରୟାସ ସଫଳ ହେବ ।

କର୍କଟ– ଘାତ ବାର ଥିବାରୁ ସାବଧାନ ରହନ୍ତୁ । ଅନାବଶ୍ୟକ ବିବାଦ ରୁହନ୍ତୁ । ଧନ ହାନିର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟରେ ଅସୁବିଧା ହୋଇପାରେ। ଦୂର ଯାତ୍ରା ଏଡ଼ାନ୍ତୁ। କାର୍ଯ୍ୟରେ ବିଳମ୍ବ ହେବ । ମନ ଅଶାନ୍ତ ରହିପାରେ ।

ସିଂହ– ଦିନଟି ଭଲ ରହିବ। କାର୍ଯ୍ୟରେ ପ୍ରଶଂସା ମିଳିବ। ଧନ ଲାଭ ହେବ । ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ପରିବାରରେ ସୁଖ ରହିବ । ନୂତନ ସୁଯୋଗ ମିଳିବ । ପଦୋନ୍ନତି ସମ୍ଭାବନା ରହିଛି ।

କନ୍ୟା– ଘାତ ଚନ୍ଦ୍ର ଥିବାରୁ ମନ ଅଶାନ୍ତ ରହିପାରେ । କାମରେ ବାଧା ଆସିପାରେ । ଅନାବଶ୍ୟକ ଖର୍ଚ୍ଚ ବଢ଼ିବ । ଶାରୀରିକ କ୍ଲାନ୍ତି ହେବ । ଧୈର୍ଯ୍ୟ ଧରି କାମ କରନ୍ତୁ। ନିଷ୍ପତ୍ତିରେ ସତର୍କ ରହନ୍ତୁ। ବିବାଦ ଏଡ଼ାନ୍ତୁ ।

ତୁଳା– ନୂତନ ସୁଯୋଗ ମିଳିବ। ଆର୍ଥିକ ଲାଭ ହେବ । ମିତ୍ରମାନଙ୍କ ସହଯୋଗ ମିଳିବ । ବ୍ୟବସାୟରେ ଉନ୍ନତି ହେବ। ଯାତ୍ରା ଶୁଭ ରହିବ। ମନରେ ଆନନ୍ଦ ରହିବ । ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ।

ବିଛା– ଦିନଟି ଅନୁକୂଳ ନୁହେଁ । କାର୍ଯ୍ୟରେ ବାଧା ଆସିପାରେ। ଧନ ହାନି ହେବାର ସମ୍ଭାବନା ଅଛି । ପରିବାରରେ ମତଭେଦ ହୋଇପାରେ । ସ୍ୱାସ୍ଥ୍ୟରେ ସମସ୍ୟା ହେବ । ମନ ଅଶାନ୍ତ ରହିପାରେ । ବିବାଦରୁ ଦୂରେଇ ରହନ୍ତୁ ।

ଧନୁ– ଦିନଟି ଶୁଭ ରହିବ। ଧନ ଆଗମନ ହେବ । କାର୍ଯ୍ୟରେ ସଫଳତା ମିଳିବ। ଶିକ୍ଷା ଓ ବ୍ୟବସାୟରେ ଉନ୍ନତି ହେବ। ପରିବାରରେ ସହଯୋଗ ମିଳିବ। ଯାତ୍ରା ଲାଭକାରୀ ହେବ। ମନୋକାମନା ପୂରଣ ହେବ ।

ମକର– ଦିନଟି ଭଲ ରହିବ। କାର୍ଯ୍ୟରେ ଉନ୍ନତି ହେବ। ଧନ ଲାଭ ହେବ। ପରିବାରରେ ସୁଖ ରହିବ। ନୂତନ ସୁଯୋଗ ମିଳିବ। ପ୍ରୟାସ ସଫଳ ହେବ। ସମ୍ମାନ ବଢ଼ିବ।

କୁମ୍ଭ– ମିଶ୍ର ଫଳ ମିଳିବ। କିଛି କାମ ସଫଳ ହେବ ଓ କିଛିରେ ବାଧା ଆସିପାରେ । ଧନ ଆଗମନ ସାଧାରଣ ରହିବ। କାର୍ଯ୍ୟରେ ଅଳ୍ପ ଚାପ ରହିପାରେ। ପରିବାରରେ ସମନ୍ୱୟ ରଖନ୍ତୁ। ଧୈର୍ଯ୍ୟ ଧରନ୍ତୁ। ନିଷ୍ପତ୍ତିରେ ସତର୍କ ରହନ୍ତୁ।

ମୀନ– ଦିନଟି ଅନୁକୂଳ ନୁହେଁ। କାମରେ ବାଧା ଆସିପାରେ । ଧନ ହାନି ହେବାର ସମ୍ଭାବନା ଅଛି। ସ୍ୱାସ୍ଥ୍ୟରେ ସମସ୍ୟା ହେବ। ପରିବାରରେ ଚିନ୍ତା ବଢ଼ିପାରେ। ମନ ଅଶାନ୍ତ ରହିପାରେ । ଯାତ୍ରା ଏଡ଼ାନ୍ତୁ ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ –8249826682

ସୌଜନ୍ୟ Prameya News7

Show More
Back to top button