ମହାନଗର

Retired Employee: ରାସ୍ତାରେ ଥାଳି ଧରି ବସିଲେ ରାଜ୍ୟ ଇଞ୍ଜିନିୟରିଂ ୱାର୍କଚାର୍ଜଡ ନିୟମିତ ସେବାନିବୃତ୍ତ କର୍ମଚାରୀ

୩୦ ରୁ ୪୦ ବର୍ଷ ଧରି ପେନସନ୍ ନପାଇ ଶେଷରେ ଆଜି ବିଧାନସଭା ସମ୍ମୁଖସ୍ଥ ଲୋୟର୍ ପିଏମ୍‌ଜି‌ରେ ରାଜ୍ୟ ଇଞ୍ଜିନିୟରିଂ ୱାର୍କଚାର୍ଜଡ଼୍ ନିୟମିତ ସେବାନିବୃତ୍ତ କର୍ମଚାରୀ ଫୋରମ୍ ଥାଳି...

ଭୁବନେଶ୍ବର: ୩୦ ରୁ ୪୦ ବର୍ଷ ଧରି ପେନସନ୍ ନପାଇ ଶେଷରେ ଆଜି ବିଧାନସଭା ସମ୍ମୁଖସ୍ଥ ଲୋୟର୍ ପିଏମ୍‌ଜି‌ରେ ରାଜ୍ୟ ଇଞ୍ଜିନିୟରିଂ ୱାର୍କଚାର୍ଜଡ଼୍ ନିୟମିତ ସେବାନିବୃତ୍ତ କର୍ମଚାରୀ ଫୋରମ୍ ଥାଳି ଧରି ବସିଛନ୍ତି। ଫୋରମ୍ ପକ୍ଷରୁ କୁହାଯାଇଛି ଯେ ରାଜ୍ୟ ସରକାରଙ୍କ ଜଳ ସଂପଦ, ନଗର ଉନ୍ନୟନ ଓ ଗୃହ ନିର୍ମାଣ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ଅଧୀନରେ କଟ୍‌ ଅଫ୍ ଡେଟ୍ ପୂର୍ବରୁ କାର୍ଯ୍ୟରତ ସମସ୍ତ ଏନ୍‌ଏମ୍‌ଆର୍‌/ଡିଏଲ୍‌ଆର୍ କର୍ମଚାରୀ ଅର୍ଥବିଭାଗ ଅନୁସାରେ ୧୦ ବର୍ଷ ଚାକିରି ପୂରଣ କରି ୨୦୦୩ ମସିହାରେ  ରେଗୁଲାର୍ ନିଯୁକ୍ତି ପାଇବାକୁ ଯୋଗ୍ୟତା ଅର୍ଜନ କରିଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button