ଦେଶ ବିଦେଶ

Iran Angry at Pakistan: ହର୍ମୁଜ ପ୍ରଣାଳୀ ପ୍ରସଙ୍ଗରେ ପାକିସ୍ତାନର ‘ଡବଲ ଗେମ୍‌’: ଇରାନ ଖପ୍ପା

ପଶ୍ଚିମ ଏସିଆରେ ଯୁଦ୍ଧ ଶେଷ କରିବାକୁ ଇରାନ ଓ ଆମେରିକା ମଧ୍ୟରେ ମଧ୍ୟସ୍ଥତା କରିବାକୁ ପାକିସ୍ତାନ ବ୍ୟଗ୍ର ଥିଲେ ମଧ୍ୟ ଗୁଇନ୍ଦା ସୂଚନା ଅନୁଯାୟୀ ଇସଲାମାବାଦ ଉପରେ ତେହେରାନ ଖପ୍ପା ଅଛି।

ତେହେରାନ: ପଶ୍ଚିମ ଏସିଆରେ ଯୁଦ୍ଧ ଶେଷ କରିବାକୁ ଇରାନ ଓ ଆମେରିକା ମଧ୍ୟରେ ମଧ୍ୟସ୍ଥତା କରିବାକୁ ପାକିସ୍ତାନ ବ୍ୟଗ୍ର ଥିଲେ ମଧ୍ୟ ଗୁଇନ୍ଦା ସୂଚନା ଅନୁଯାୟୀ ଇସଲାମାବାଦ ଉପରେ ତେହେରାନ ଖପ୍ପା ଅଛି। ରଣନୈତିକ ଦୃଷ୍ଟିରୁ ଅତି ସମ୍ବେଦନଶୀଳ ହର୍ମୁଜ ପ୍ରଣାଳୀରେ ପାକିସ୍ତାନର ସଦ୍ୟ କାର୍ଯ୍ୟକଳାପକୁ ନେଇ ଇରାନ ପ୍ରତିକ୍ରିୟାଶୀଳ ହୋଇଛି। ଯୁଦ୍ଧର ଏପରି ଗୁରୁତ୍ବପୂର୍ଣ୍ଣ ସମୟରେ ପାକିସ୍ତାନର କାର୍ଯ୍ୟକଳାପକୁ ଇରାନ ‘ଡବଲ ଗେମ୍‌’ ବୋଲି ମନେକରୁଛି। ହର୍ମୁଜ୍ ଦେଇ ତୈଳ ଜାହାଜ ଯିବା ସହିତ ଜଡିତ ଘଟଣା ପରେ ଇରାନ ପାକିସ୍ତାନର ପ୍ରକୃତ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛି।

Show More

Leave a Reply

Your email address will not be published. Required fields are marked *

Back to top button