ଖେଳ
Carrom Championship: ରାଜ୍ୟସ୍ତରୀୟ କ୍ୟାରମ୍ ଉଦ୍ୟାପିତ
ବରମୁଣ୍ଡାସ୍ଥିତ ଚେଷ୍ଟା ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଦୁଇଦିନିଆ ରାଜ୍ୟସ୍ତରୀୟ କ୍ୟାରମ୍ ପ୍ରତିଯୋଗିତା ରବିବାର ଉଦ୍ୟାପିତ ହୋଇଯାଇଛି। ଏଥିରେ ଦାନଗହିରର ଟୁକ ଓ ମୋଜାହିଦ୍ ବିଜେତା ହୋଇଥିବାବେଳେ ମଣ୍ଟୁ ଓ ରିଙ୍କୁ ଉପବିଜେତା ହୋଇଛନ୍ତି।

ଭୁବନେଶ୍ବର: ବରମୁଣ୍ଡାସ୍ଥିତ ଚେଷ୍ଟା ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଦୁଇଦିନିଆ ରାଜ୍ୟସ୍ତରୀୟ କ୍ୟାରମ୍ ପ୍ରତିଯୋଗିତା ରବିବାର ଉଦ୍ୟାପିତ ହୋଇଯାଇଛି। ଏଥିରେ ଦାନଗହିରର ଟୁକ ଓ ମୋଜାହିଦ୍ ବିଜେତା ହୋଇଥିବାବେଳେ ମଣ୍ଟୁ ଓ ରିଙ୍କୁ ଉପବିଜେତା ହୋଇଛନ୍ତି। ଉଭୟ ଯୋଡ଼ି ଯଥାକ୍ରମେ ୧୭ ହଜାର ଓ ୧୩ ହଜାର ଟଙ୍କାର ଆର୍ଥିକ ପୁରସ୍କାର ସହ ଆକର୍ଷଣୀୟ ଟ୍ରଫି ଜିିତିଛନ୍ତି।
ସୌଜନ୍ୟ ସମ୍ବାଦ




