ଦେଶ ବିଦେଶ

BLO app: ବିଏଲ୍‌ଓ ଆପ୍‌ରେ ‘ଭିଆଇପି’ ଫିଚର୍‌କୁ ନେଇ ଚର୍ଚ୍ଚା: ଜୁଲାଇ ୩୦ରେ ହୋଇଥିଲା ଆପ୍‌ ଅପ୍‌ଡେଟ୍‌

ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନେଇ ନିର୍ବାଚନ ଆୟୋଗ ବିରୋଧରେ ବିବାଦ ଚାଲିଥିବା ବେଳେ ବୁଥ୍‌ ଲେଭଲ୍‌ ଅଫିସର୍‌ (ବିଏଲ୍‌ଓ)ମାନେ ବ୍ୟବହାର କରୁଥିବା ଆପ୍‌ରେ ନୂଆ ‘ମାର୍କ ଭିଆଇପି’ ଫିଚର୍‌ ଯୋଡ଼ାଯାଇଥିବା ଜଣାପଡ଼ିଛି।

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନେଇ ନିର୍ବାଚନ ଆୟୋଗ ବିରୋଧରେ ବିବାଦ ଚାଲିଥିବା ବେଳେ ବୁଥ୍‌ ଲେଭଲ୍‌ ଅଫିସର୍‌ (ବିଏଲ୍‌ଓ)ମାନେ ବ୍ୟବହାର କରୁଥିବା ଆପ୍‌ରେ ନୂଆ ‘ମାର୍କ ଭିଆଇପି’ ଫିଚର୍‌ ଯୋଡ଼ାଯାଇଥିବା ଜଣାପଡ଼ିଛି। ‘ସ୍ପେସିଆଲ୍‌ ଇଣ୍ଟେନ୍‌ସିଭ୍‌ ରିଭିଜନ୍‌’ (ଏସ୍‌ଆଇଆର୍‌) ସମୟରେ କେତେକ ଭୋଟରଙ୍କୁ ଭିଆଇପି ଭାବେ ଚିହ୍ନଟ କରିବା ପାଇଁ ଏହି ସୁବିଧା ଦିଆଯାଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button