ଦେଶ ବିଦେଶ
Tarique Rahman: ଜାତିସଂଘରେ ବାଂଲାଦେଶର ‘୩-ଆର୍’ ପୁନରୁଦ୍ଧାର ଯୋଜନା ରଖିଲେ ତାରିକ୍ ରହମାନ
ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ୍ ରହମାନ ଗୁରୁବାର ଜାତିସଂଘର ୮୧ତମ ସାଧାରଣ ପରିଷଦ ଅଧିବେଶନରେ ପ୍ରଥମଥର ପାଇଁ ଭାଷଣ ଦେଇ ଦେଶର ପୁନରୁଦ୍ଧାର ପାଇଁ ‘୩-ଆର୍’ ରଣନୀତି ଘୋଷଣା କରିଛନ୍ତି।

ନ୍ୟୁୟର୍କ: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ୍ ରହମାନ ଗୁରୁବାର ଜାତିସଂଘର ୮୧ତମ ସାଧାରଣ ପରିଷଦ ଅଧିବେଶନରେ ପ୍ରଥମଥର ପାଇଁ ଭାଷଣ ଦେଇ ଦେଶର ପୁନରୁଦ୍ଧାର ପାଇଁ ‘୩-ଆର୍’ ରଣନୀତି ଘୋଷଣା କରିଛନ୍ତି। ପୁନରୁଦ୍ଧାର, ପୁନଃସ୍ଥାପନ ଓ ପୁନର୍ନିର୍ମାଣ—ଏହି ତିନିଟି ପ୍ରମୁଖ ପଦକ୍ଷେପ ମାଧ୍ୟମରେ ବାଂଲାଦେଶକୁ ପୁଣି ଗଢ଼ିବା ତାଙ୍କ ସରକାରର ଲକ୍ଷ୍ୟ ବୋଲି ସେ କହିଛନ୍ତି।
ସୌଜନ୍ୟ ସମ୍ବାଦ




