ଦେଶ ବିଦେଶ

Super intelligence: AI ନୁହେଁ, ଏବେ SI! ଟ୍ରମ୍ପଙ୍କ ବଡ଼ ଘୋଷଣା, ‘ସୁପର୍ ଇଣ୍ଟେଲିଜେନ୍ସ ଯୁଗ’ର ଶୁଭାରମ୍ଭ

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)କୁ ନେଇ ବିଶ୍ୱରେ ଚର୍ଚ୍ଚା ଜାରି ଥିବା ବେଳେ ଆମେରିକାରୁ ଆସିଛି ଏକ ବଡ଼ ଖବର। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂଆ କାର୍ଯ୍ୟକାରୀ ଆଦେଶ ଜାରି କରି ସରକାରୀ ସ୍ତରରେ ‘Artificial Intelligence’ ବା ‘AI’ ଶବ୍ଦ ବ୍ୟବହାରକୁ ବଦଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ସ୍ଥାନରେ ଏବେ ‘Super Intelligence’ ବା ‘SI’ ଶବ୍ଦ ବ୍ୟବହାର କରାଯିବ।

ନୂଆଦିଲ୍ଲୀ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)କୁ ନେଇ ବିଶ୍ୱରେ ଚର୍ଚ୍ଚା ଜାରି ଥିବା ବେଳେ ଆମେରିକାରୁ ଆସିଛି ଏକ ବଡ଼ ଖବର। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂଆ କାର୍ଯ୍ୟକାରୀ ଆଦେଶ ଜାରି କରି ସରକାରୀ ସ୍ତରରେ ‘Artificial Intelligence’ ବା ‘AI’ ଶବ୍ଦ ବ୍ୟବହାରକୁ ବଦଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ସ୍ଥାନରେ ଏବେ ‘Super Intelligence’ ବା ‘SI’ ଶବ୍ଦ ବ୍ୟବହାର କରାଯିବ। ‘Inaugurating the Era of Super Intelligence’ ନାମକ ଏହି କାର୍ଯ୍ୟକାରୀ ଆଦେଶରେ ଟ୍ରମ୍ପ କହିଛନ୍ତି ଯେ, ଆଧୁନିକ ପ୍ରଯୁକ୍ତି କେବଳ ମାନବ ବୁଦ୍ଧିମତାର ଅନୁକରଣ କରୁନାହିଁ, ବରଂ ମାନବ କ୍ଷମତାକୁ ଆହୁରି ଆଗକୁ ନେବାରେ ସହାୟକ ହେଉଛି। ସେଥିପାଇଁ ‘AI’ ଭଳି ପୁରୁଣା ଶବ୍ଦ ପରିବର୍ତ୍ତେ ‘SI’ ଶବ୍ଦ ବ୍ୟବହାର କରିବା ସମୟର ଆବଶ୍ୟକତା ବୋଲି ପ୍ରଶାସନ ମତ ରଖିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button